ଚନ୍ଦ୍ରର ବ୍ୟାସ ପୃଥିବୀର ବ୍ୟାସଠାରୁ ପ୍ରାୟ ୧୦୦ ଗୁଣ ବଡ଼।
ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରୁ ଧ୍ରୁବ ତାରା ଅତି ସ୍ପଷ୍ଟ ଭାବେ ଦେଖାଯାଏ।
ବଡ଼ ଡାପର୍ ବା ସପ୍ତର୍ଷିମଣ୍ଡଳ ଉର୍ସା ମେଜର୍ ନକ୍ଷତ୍ରମଣ୍ଡଳରେ ଅବସ୍ଥିତ।
୨୦୦୬ ମସିହାରେ ଅନ୍ତର୍ଜାତୀୟ ମହାକାଶୀୟ ସଂଘ ଦ୍ୱାରା ପ୍ଲୁଟୋକୁ ଏକ ପ୍ରମୁଖ ଗ୍ରହର ମାନ୍ୟତା ଦିଆଗଲା।
ଆମ ସୌରମଣ୍ଡଳ ଆକାଶ ଗଙ୍ଗା ନାମକ ଏକ ବିଶାଳ ଛାୟାପଥର ଅଂଶବିଶେଷ।
ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ ହେଉଛି ବୁଧ, କାରଣ ଏହା ସୂର୍ଯ୍ୟଙ୍କର ସବୁଠାରୁ ନିକଟତମ।
ଭାରତରେ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯାଏ।
ନକ୍ଷତ୍ରମାନଙ୍କର ଆଲୋକ ସ୍ଥିର ଥାଏ, ମାତ୍ର ଗ୍ରହମାନେ ଦପ୍ଦପ୍ ହୋଇ ଚମକନ୍ତି।
ଅଧିକାଂଶ ଗ୍ରହାଣୁ ମଙ୍ଗଳ ଏବଂ ବୃହସ୍ପତି ଗ୍ରହଙ୍କ କକ୍ଷପଥ ମଧ୍ୟରେ ରହି ସୂର୍ଯ୍ୟଙ୍କୁ ପରିକ୍ରମା କରନ୍ତି।
ହାଲିଙ୍କ ଧୂମକେତୁ ପ୍ରତି ୧୦୦ ବର୍ଷରେ ଥରେ ପୃଥିବୀରୁ ଦେଖାଯାଏ।
ଧ୍ରୁବ ତାରା ଉତ୍ତର ଗୋଲାର୍ଦ୍ଧରେ ସର୍ବଦା ଉତ୍ତର ଦିଗରେ ସ୍ଥିର ଭାବେ ଦେଖାଯାଏ।
ମଙ୍ଗଳ ଗ୍ରହକୁ ନୀଳ ଗ୍ରହ ଏବଂ ପୃଥିବୀକୁ ଲାଲ ଗ୍ରହ କୁହାଯାଏ।
ରାତି ଆକାଶରେ ସବୁଠାରୁ ଉଜ୍ଜ୍ୱଳ ନକ୍ଷତ୍ର ହେଉଛି ସିରିୟସ୍।
ଚନ୍ଦ୍ର ପୃଥିବୀ ଚାରିପାଖରେ ଥରେ ପରିକ୍ରମଣ କରିବାକୁ ପ୍ରାୟ ୩୬୫ ଦିନ ସମୟ ନିଏ।
ସୂର୍ଯ୍ୟ ହେଉଛି ପୃଥିବୀର ନିକଟତମ ନକ୍ଷତ୍ର।