ଆନ୍ତର୍ଜାତିକ ଏକକ ପଦ୍ଧତିରେ ଆୟତନର ଏକକ କ'ଣ ଏବଂ ୧ ଘନମିଟର କେତେ ଲିଟର ?
ଜଳଚର ଜୀବମାନଙ୍କ ବଞ୍ଚିବା ପାଇଁ ଜଳରେ କେଉଁ ଗ୍ୟାସ୍ ଦ୍ରବୀଭୂତ ହୋଇ ରହିବା ଆବଶ୍ୟକ ?
ସ୍ୱଚ୍ଛ ପଦାର୍ଥ କାହାକୁ କୁହାଯାଏ ? ଗୋଟିଏ ଉଦାହରଣ ଦିଅ।
ସବୁ ଚକ୍ଚକ୍ କରୁଥିବା ବସ୍ତୁ ଧାତୁ ନୁହେଁ କାହିଁକି ?
‘ଟେରାକୋଟା’ କହିଲେ କ'ଣ ବୁଝ ?
ପଦାର୍ଥ କାହାକୁ କୁହାଯାଏ ?
ଜଳ ରଖିବା ପାଇଁ କପଡ଼ାରେ ନିର୍ମିତ ଗ୍ଲାସ କାହିଁକି ବ୍ୟବହାର କରାଯାଇପାରିବ ନାହିଁ ?
ବସ୍ତୁତ୍ଵ ଏବଂ ଆୟତନ ମଧ୍ୟରେ ଥିବା ପାର୍ଥକ୍ୟ ଲେଖ।
ଘରେ ଓଆରଏସ୍ (O.R.S.) କିପରି ପ୍ରସ୍ତୁତ କରାଯାଇପାରିବ ?
କୌଣସି ଏକ ନିର୍ଦ୍ଦିଷ୍ଟ ବସ୍ତୁ ତିଆରି କରିବା ପାଇଁ ପଦାର୍ଥର ଚୟନ କିପରି କରାଯାଏ ? ଦୁଇଟି ଉଦାହରଣ ଦେଇ ବୁଝାଅ।
ଦେଖିବା କ୍ଷମତା ବା ଆଲୋକ ଭେଦ କରିବା ଆଧାରରେ ପଦାର୍ଥଗୁଡ଼ିକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ? ପ୍ରତ୍ୟେକର ସଂଜ୍ଞା ସହ ଦୁଇଟି ଲେଖାଏଁ ଉଦାହରଣ ଦିଅ।
ଜଳରେ ପଦାର୍ଥର ଦ୍ରବଣୀୟତା କହିଲେ କ’ଣ ବୁଝ ? କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର ଜଳରେ ଦ୍ରବଣୀୟତା ବିଷୟରେ ବର୍ଣ୍ଣନା କର ଏବଂ ଜଳଚର ଜୀବଙ୍କ ପାଇଁ ଏହାର ମହତ୍ତ୍ୱ ଲେଖ।
ପଦାର୍ଥ କହିଲେ କ’ଣ ବୁଝ ? ବସ୍ତୁତ୍ୱ ଏବଂ ଆୟତନର ସଂଜ୍ଞା ଲେଖି ଏଗୁଡ଼ିକର ଆନ୍ତର୍ଜାତିକ ଏକକ (S.I.) ତଥା ଏକକ ଲେଖିବାର ନିୟମଗୁଡ଼ିକ ବର୍ଣ୍ଣନା କର।
ଜଳରେ ଦ୍ରବଣୀୟ ଓ ଅଦ୍ରବଣୀୟ ପଦାର୍ଥ କହିଲେ କ'ଣ ବୁଝ ?
ଅସ୍ୱଚ୍ଛ ପଦାର୍ଥ କାହାକୁ କୁହାଯାଏ ? ଏହାର ଦୁଇଟି ଉଦାହରଣ ଦିଅ।
ଆଂଶିକ ସ୍ୱଚ୍ଛ ପଦାର୍ଥ କହିଲେ କ'ଣ ବୁଝ ? ଦୁଇଟି ଉଦାହରଣ ଦିଅ।
କଠିନ ବସ୍ତୁ ଓ ନରମ ବସ୍ତୁ କାହାକୁ କୁହାଯାଏ ?
କେତେକ ଧାତବ ବସ୍ତୁ କିଛି ଦିନ ପରେ ନିଜର ଚମକ କାହିଁକି ହରାଇଥାନ୍ତି ?
ବସ୍ତୁଗୁଡ଼ିକର ବର୍ଗୀକରଣ କହିଲେ କ'ଣ ବୁଝ ? ଏହା କାହିଁକି ଆବଶ୍ୟକ ?
କଠିନ ଓ ନରମ ପଦାର୍ଥ କାହାକୁ କୁହାଯାଏ ? "କଠିନତା ଏକ ଆପେକ୍ଷିକ ଗୁଣ" — ଏହି ଉକ୍ତିଟିକୁ ଉଦାହରଣ ସହ ବୁଝାଅ।
ବସ୍ତୁର ବର୍ଗୀକରଣ କହିଲେ କ’ଣ ବୁଝ ? ବର୍ଗୀକରଣ କରିବା କାହିଁକି ଆବଶ୍ୟକ ? ଆମ ଚାରିପାଖରେ ଥିବା ବସ୍ତୁଗୁଡ଼ିକୁ କେଉଁ କେଉଁ ମୁଖ୍ୟ ଗୁଣ ଆଧାରରେ ବର୍ଗୀକରଣ କରାଯାଏ ତାହା ଦୈନନ୍ଦିନ ଉଦାହରଣ ସହ ବୁଝାଅ।