ବର୍ଷା ଦିନରେ ଓଦା ପୋଷାକ ଶୁଖିବାକୁ ଅଧିକ ସମୟ ନିଏ କାହିଁକି ?
ବାୟୁମଣ୍ଡଳୀୟ ଜଳ ଜେନେରେଟର କିପରି କାର୍ଯ୍ୟ କରିଥାଏ ?
ପ୍ରକୃତିରେ ଜଳ କଠିନ ଅବସ୍ଥାରେ କେଉଁ କେଉଁ ରୂପରେ ଦେଖାଯାଏ ?
ଜଳୀୟ ବାଷ୍ପ ବାୟୁମଣ୍ଡଳରେ ଉପରକୁ କାହିଁକି ଗତି କରେ ?
ମେଘ ସୃଷ୍ଟି ହେବାରେ ଧୂଳିକଣାର ଭୂମିକା କ’ଣ ?
ବାୟୁମଣ୍ଡଳରେ ଆର୍ଦ୍ରତା କହିଲେ କ’ଣ ବୁଝାଏ ?
ଘନୀଭବନ କହିଲେ କ’ଣ ବୁଝ ?
ବାଷ୍ପୀଭବନ କାହାକୁ କୁହାଯାଏ ?
ଫ୍ୟାନ୍ ପବନରେ ବସିଲେ ଆମ ଶରୀରକୁ ଥଣ୍ଡା କାହିଁକି ଲାଗେ ?
ଆକୃତି ଦୃଷ୍ଟିରୁ ବରଫ ଏବଂ ତରଳ ଜଳ ମଧ୍ୟରେ କି ପାର୍ଥକ୍ୟ ଅଛି ?
ଜଳ ଚକ୍ର କହିଲେ କ’ଣ ବୁଝାଏ ?
ବାଷ୍ପୀଭବନ ଦ୍ୱାରା କିପରି ଶୀତଳ ପ୍ରଭାବ ସୃଷ୍ଟି ହୁଏ ? ମାଟି ପାତ୍ର କୁଲର (Pot-in-pot cooler) ର କାର୍ଯ୍ୟପ୍ରଣାଳୀ ବର୍ଣ୍ଣନା କର।
ଏକ କାଚ ଗ୍ଲାସରେ ବରଫ ମିଶା ଥଣ୍ଡା ପାଣି ରଖିଲେ ତାହାର ବାହାର ପୃଷ୍ଠରେ ଜଳବିନ୍ଦୁ କାହିଁକି ଦେଖାଯାଏ ? ଏହି ପାଣି ଗ୍ଲାସ ଭିତରୁ ଭେଦି ବାହାରିନାହିଁ ବୋଲି ତୁମେ ପରୀକ୍ଷା ଦ୍ୱାରା କିପରି ପ୍ରମାଣ କରିବ ?
“ଜଳ ବ୍ୟବହାର କରିବା ଆମର ଅଧିକାର ବଦଳରେ ଜଳର ସଂରକ୍ଷଣ ଆମର ଦାୟିତ୍ୱ ଅଟେ” – ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର। ଦୈନନ୍ଦିନ ଜୀବନରେ ବାଷ୍ପୀକରଣ ଓ ଘନୀଭବନର କିଛି ଉପଯୋଗୀ ଉଦାହରଣ ଲେଖ।
ମାଟି ପାତ୍ର ବା ମାଠିଆରେ ଥିବା ପାଣି ଥଣ୍ଡା ରହିବାର କାରଣ କ’ଣ ?
ଜଳର ବାଷ୍ପୀଭବନ ହାରକୁ ପ୍ରଭାବିତ କରୁଥିବା ଦୁଇଟି କାରକ ଉଲ୍ଲେଖ କର।
ବରଫ ଥିବା କାଚ ଗ୍ଲାସର ବାହାର ପୃଷ୍ଠରେ ଜଳବିନ୍ଦୁ କାହିଁକି ଦେଖାଯାଏ ?
ତରଳିକରଣ ଏବଂ ଶୀତଳୀକରଣ ମଧ୍ୟରେ ଥିବା ପାର୍ଥକ୍ୟ ଲେଖ।
ବାଷ୍ପୀକରଣ କାହାକୁ କୁହାଯାଏ ? ବାଷ୍ପୀକରଣ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ବିଭିନ୍ନ କାରକଗୁଡ଼ିକ ଉଦାହରଣ ସହ ବୁଝାଅ।
ଜଳର ତିନୋଟି ଅବସ୍ଥା କ’ଣ କ’ଣ ? ସେମାନଙ୍କ ଧର୍ମ ମଧ୍ୟରେ ତୁଳନା କର ଏବଂ ତାପମାତ୍ରା ପ୍ରଭାବରେ ଏଗୁଡ଼ିକର ରୂପାନ୍ତର କିପରି ହୁଏ ବୁଝାଅ।
ଜଳଚକ୍ର କାହାକୁ କୁହାଯାଏ ? ପ୍ରକୃତିରେ ଜଳଚକ୍ର କିପରି ସଂଘଟିତ ହୁଏ, ଏହାର ବିଭିନ୍ନ ପର୍ଯ୍ୟାୟଗୁଡ଼ିକୁ ବୁଝାଇ ଲେଖ।