ନୃତ୍ୟ ପ୍ରଦର୍ଶନରେ ସୌନ୍ଦର୍ଯ୍ୟ ଓ ଭାବପୂର୍ଣ୍ଣ ଆବେଗ ବୃଦ୍ଧି କରିବା ପାଇଁ ଡେଇଁବା ଏବଂ ଭ୍ରମରୀ ବ୍ୟବହୃତ ହୁଏ ।
ପ୍ରସିଦ୍ଧ ଛଉନୃତ୍ୟ ହେଉଛି ହରିୟାଣା ରାଜ୍ୟର ଏକ ପାରମ୍ପରିକ ନୃତ୍ୟ ଶୈଳୀ ।
ମଣିପୁରର ପୁଙ୍ଗ-ଚୋଲମ ନୃତ୍ୟରେ ବାଦ୍ୟକାରମାନେ ବାଦ୍ୟଯନ୍ତ୍ର ଧରି ପଲଟା ମାରି ଘୂର୍ଣ୍ଣନ କରନ୍ତି ।
ଉତ୍ତର ଭାରତର ଶାସ୍ତ୍ରୀୟ କଥକ ନୃତ୍ୟରେ ଘୂର୍ଣ୍ଣନ ବା ଭ୍ରମରୀର କୌଣସି ଭୂମିକା ନାହିଁ ।
କର୍ଣ୍ଣାଟକର ଯକ୍ଷଗାନ ନୃତ୍ୟରେ ଶିଳ୍ପୀମାନେ ଆଣ୍ଠୁରେ ଠିଆହୋଇ ଘୂର୍ଣ୍ଣନ ପ୍ରଦର୍ଶନ କରନ୍ତି ।
କାଲବେଲିଆ ହେଉଛି କର୍ଣ୍ଣାଟକ ରାଜ୍ୟର ଏକ ପ୍ରସିଦ୍ଧ ପାରମ୍ପରିକ ନୃତ୍ୟ ।
ଅଭିନୟ ଦର୍ପଣ ଅନୁସାରେ ଯେଉଁଠାକୁ ହାତ ଗତି କରେ, ଆଖିର ଦୃଷ୍ଟି ତାହା ପଛେ ପଛେ ଯାଇଥାଏ ।
ପରସ୍ପର ମଧ୍ୟରେ କଳହ ବା ଝଗଡ଼ା ଦର୍ଶାଇବା ପାଇଁ 'ପୁଷ୍ପପୁଟ' ମୁଦ୍ରା ବ୍ୟବହାର କରାଯାଏ ।
'କୀଳକ' ହସ୍ତମୁଦ୍ରାଟି ବନ୍ଧୁତା ଓ ସ୍ନେହ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଏ ।
ଅଞ୍ଜଳି ହସ୍ତମୁଦ୍ରାଟି କେବଳ ମାଛକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଏ ।
୭ ଅଙ୍କ ବିଶିଷ୍ଟ ପାଦ ଚାଳନା ଛନ୍ଦକୁ ୩+୨+୨ କିମ୍ବା ୪+୩ ଭାବରେ ବିଭକ୍ତ କରାଯାଇପାରେ ।
୫ ମାତ୍ରା ବିଶିଷ୍ଟ ପାଦ ଚାଳନାଟି ୩ + ୩ ମାତ୍ରାର ମିଶ୍ରଣରେ ଗଠିତ ।
ପୁରାଣ କିମ୍ବା ଐତିହାସିକ କଥାବସ୍ତୁ ଉପରେ ଆଧାରିତ କଳାର ସମନ୍ୱିତ ପରିବେଷଣକୁ ନାଟ୍ୟ କୁହାଯାଏ ।
ରସ, ଭାବ ପ୍ରକାଶ ଓ ଅଭିନୟ ଯୁକ୍ତ ନର୍ତ୍ତନକୁ ନୃତ୍ତ କୁହାଯାଏ ।
ଭାବ ପ୍ରକାଶ ଓ ଅଭିନୟ ବିହୀନ କେବଳ ଅଙ୍ଗଚାଳନାକୁ ନୃତ୍ତ କୁହାଯାଏ ।