ଗୁରୁ ଶ୍ରୀହରି ନାୟକ କେଉଁ ଶିକ୍ଷାନୁଷ୍ଠାନରେ ଛଉ ନୃତ୍ୟ ବିଭାଗୀୟ ମୁଖ୍ୟ ଭାବେ ଯୋଗ ଦେଇଥିଲେ?
ଶ୍ରୀହରି ନାୟକ ଏକକ ନୃତ୍ୟଶିଳ୍ପୀ ଭାବରେ ପରିବେଷଣ କରିଥିବା ଦୁଇଟି ନୃତ୍ୟର ନାମ ଲେଖ।
ଗୁରୁ ଶ୍ରୀହରି ନାୟକ କେଉଁ ନୃତ୍ୟ ଶୈଳୀର ପ୍ରମୁଖ ସୂତ୍ରଧାର ଥିଲେ?
ନୃତ୍ୟ ବ୍ୟତୀତ ଗୁରୁ କେଳୁଚରଣ ମହାପାତ୍ର କେଉଁ ବାଦ୍ୟ ବାଦନରେ ସୁଦକ୍ଷ ଥିଲେ?
୧୯୯୫ ମସିହାରେ ଗୁରୁ କେଳୁଚରଣ ମହାପାତ୍ର ପ୍ରତିଷ୍ଠା କରିଥିବା ନିଜସ୍ୱ ସଂସ୍ଥାର ନାମ କ’ଣ?
ଗୁରୁ କେଳୁଚରଣ ମହାପାତ୍ର କେଉଁ ଗ୍ରାମରେ ଏବଂ କିପରି ପରିବାରରେ ଜନ୍ମଗ୍ରହଣ କରିଥିଲେ?
ଗୁରୁ କେଳୁଚରଣ ମହାପାତ୍ର କେଉଁ ନୃତ୍ୟର ସର୍ବୋଚ୍ଚ ଗୁରୁ ଭାବରେ ସମ୍ମାନିତ?
ଗୁରୁ ଶ୍ରୀହରି ନାୟକଙ୍କ ଦ୍ୱାରା ଗଢ଼ା ହୋଇଥିବା ଚାରିଜଣ ପ୍ରମୁଖ ଶିଷ୍ୟଙ୍କ ନାମ ଲେଖ।
ଗୁରୁ ଶ୍ରୀହରି ନାୟକ ମୁଖ୍ୟ ଭୂମିକାରେ ଥିବା ଚାରୋଟି ଦଳଗତ ଛଉ ନୃତ୍ୟର ନାମ ଲେଖ।
ଗୁରୁ ଶ୍ରୀହରି ନାୟକ ଛଉ ନୃତ୍ୟ ପାଇଁ କେଉଁ କେଉଁ ଗୁରୁଙ୍କଠାରୁ ତାଲିମ ଗ୍ରହଣ କରିଥିଲେ?
ଗୁରୁ ଶ୍ରୀହରି ନାୟକଙ୍କ ଜନ୍ମ କେବେ, କେଉଁଠାରେ ହୋଇଥିଲା ଏବଂ ତାଙ୍କ ବାସସ୍ଥଳୀ କେଉଁଠି ଥିଲା?
ଗୁରୁ କେଳୁଚରଣ ମହାପାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା କେଉଁ କେଉଁ ପଦ୍ମ ସମ୍ମାନରେ ଭୂଷିତ ହୋଇଥିଲେ?
ଓଡ଼ିଶୀ ନୃତ୍ୟରେ ଗୁରୁ କେଳୁଚରଣ କେଉଁ କେଉଁ ରାଗରେ ପଲ୍ଲବୀ ରଚନା କରିଛନ୍ତି?
ରଙ୍ଗମଞ୍ଚରେ ଥିବା ସମୟରେ କେଳୁଚରଣ କେଉଁ କେଉଁ ଗୁରୁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ?
ବାଲ୍ୟାବସ୍ଥାରେ ଗୁରୁ କେଳୁଚରଣ କେଉଁ କେଉଁ ଦଳରେ ନୃତ୍ୟ ଓ ଅଭିନୟ କରିଥିଲେ?
ଗୁରୁ ଶ୍ରୀହରି ନାୟକଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ନୃତ୍ୟ ଏବଂ ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ବିଷୟରେ ସଂକ୍ଷେପରେ ଲେଖ ।
ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ କେଳୁଚରଣ ମହାପାତ୍ର କେଉଁ କେଉଁ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ ?
ନୃତ୍ୟ ସଂରଚନା କ୍ଷେତ୍ରରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ୱତନ୍ତ୍ରତା ଏବଂ ତାଙ୍କର ପ୍ରମୁଖ ଶିଷ୍ୟଶିଷ୍ୟାମାନଙ୍କ ବିଷୟରେ ଆଲୋଚନା କର ।
ଓଡ଼ିଶାର ପାରମ୍ପରିକ ନୃତ୍ୟକଳାର ବିକାଶ ଓ ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୁରୁ ଶ୍ରୀହରି ନାୟକଙ୍କ ଅବଦାନର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କର ।
ମୟୂରଭଞ୍ଜ ଛଉ ନୃତ୍ୟର ପ୍ରମୁଖ ସୂତ୍ରଧାର ଗୁରୁ ଶ୍ରୀହରି ନାୟକଙ୍କ ଜୀବନୀ, ସାଧନା ଏବଂ କୃତିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କର ।
ଓଡ଼ିଶୀ ନୃତ୍ୟର ବିକାଶ କ୍ଷେତ୍ରରେ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନ ଓ ବିଭିନ୍ନ ଅନୁଷ୍ଠାନରେ ତାଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କର ।