ଅଷ୍ଟାଦଶ ଶତାବ୍ଦୀର ରାଜସ୍ଥାନୀ ଲଘୁଚିତ୍ରରେ ସଙ୍ଗୀତଜ୍ଞ ତାନସେନ, ସ୍ୱାମୀ ହରିଦାସ ଏବଂ ସମ୍ରାଟ ଆକବରଙ୍କୁ ଦେଖିବାକୁ ମିଳେ ।
ଲାଲ୍ ଏବଂ ନୀଳ ରଙ୍ଗକୁ ମିଶାଇଲେ ସବୁଜ ରଙ୍ଗ ସୃଷ୍ଟି ହୁଏ ।
ରଙ୍ଗ ଅନ୍ଧତ୍ୱ ଥିବା ବ୍ୟକ୍ତିଙ୍କୁ ନାଲି ଏବଂ ସବୁଜ ରଙ୍ଗ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ହୋଇପାରେ ।
ଲଘୁଚିତ୍ର ଶିଳ୍ପୀମାନେ ତୂଳୀ ତିଆରି କରିବା ପାଇଁ କେବଳ ଘୋଡ଼ାର ଲାଞ୍ଜ ବ୍ୟବହାର କରୁଥିଲେ ।
ଲଘୁଚିତ୍ରରେ ପ୍ରାକୃତିକ ରଙ୍ଗଗୁଡ଼ିକୁ ବାନ୍ଧି ରଖିବା ପାଇଁ ବବୁଲ ଗଛର ଅଠା ବ୍ୟବହାର କରାଯାଉଥିଲା ।
ଲଘୁଚିତ୍ରରେ କଳା ରଙ୍ଗ ପ୍ରସ୍ତୁତ କରିବା ପାଇଁ ସିନ୍ଦୂର କିମ୍ବା ହିଙ୍ଗୁଳା ପଥର ଚୂର୍ଣ୍ଣ ବ୍ୟବହାର କରାଯାଉଥିଲା ।
‘ମିନିଏଚର’ ଶବ୍ଦଟି ‘ମିନିୟମ୍’ ନାମକ ଏକ ଲାଲ ରଙ୍ଗର ଦ୍ରବ୍ୟରୁ ଆସିଛି ।
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ କଳାକାରମାନେ ଲଘୁଚିତ୍ର ପାଇଁ କାଗଜ ବ୍ୟବହାର କରିବା ଆରମ୍ଭ କରିଥିଲେ ।
ଭାରତରେ ପ୍ରଥମେ ଲଘୁଚିତ୍ରଗୁଡ଼ିକ ତାଳପତ୍ର ଉପରେ କରାଯାଉଥିଲା ।
‘ହର୍ଟସ୍ ମାଲାବାରିକସ୍’ ପୁସ୍ତକର ନାମର ଅର୍ଥ ହେଉଛି ‘ପ୍ରକୃତିର ଉଦ୍ୟାନ’ ।
କଳା ଏବଂ ଧଳା ରଙ୍ଗ ମିଶ୍ରଣ କରି ଧୂସର ରଙ୍ଗ ପ୍ରସ୍ତୁତ କରାଯାଏ ।
ଦୁଇଟି ପ୍ରାଥମିକ ରଙ୍ଗକୁ ପରସ୍ପର ମିଶାଇଲେ ଏକ ତୃତୀୟକ ରଙ୍ଗ ମିଳିଥାଏ ।
ହଳଦିଆ ଏବଂ ଲାଲ ରଙ୍ଗକୁ ମିଶାଇଲେ କମଳା ରଙ୍ଗ ସୃଷ୍ଟି ହୁଏ ।
ହଳଦିଆ, ଲାଲ ଏବଂ ନୀଳ ରଙ୍ଗକୁ ଅନ୍ୟ ରଙ୍ଗଗୁଡ଼ିକର ମିଶ୍ରଣରୁ ତିଆରି କରାଯାଇପାରିବ ।
କୌଣସି ଆଲୋକ ନ ଥିବା ସମୟରେ ସବୁକିଛି କଳା ଦେଖାଯାଏ ।