ମଞ୍ଚ ଅନ୍ତରାଳର ସମସ୍ତ ଯୋଜନା ଓ ପ୍ରସ୍ତୁତି କେବଳ ନାଟକ ସରିବା ପରେ ହିଁ ଆରମ୍ଭ ହୋଇଥାଏ ।
ଦ୍ୱିତୀୟ ଘଣ୍ଟି ବାଜିବା ଦ୍ୱାରା ମଞ୍ଚ ମାଇକ୍ ସକ୍ରିୟ ହୁଏ ଏବଂ ଅଭିନେତା ଓ କର୍ମୀମାନେ ନିଜ ନିଜ ସ୍ଥାନରେ ଉପସ୍ଥିତ ହୁଅନ୍ତି ।
ଦୃଶ୍ୟ ହେଉଛି ନାଟକର ଏପରି ଏକ ଭାଗ ଯେଉଁଥିରେ ସମୟ, ସ୍ଥାନ କିମ୍ବା କାର୍ଯ୍ୟର କୌଣସି ପରିବର୍ତ୍ତନ ଘଟେ ନାହିଁ ।
ନାଟକର କାହାଣୀ ବା ଲକ୍ଷ୍ୟ ସାଧନରେ କୌଣସି ସାହାଯ୍ୟ କରୁ ନ ଥିବା ଚରିତ୍ରମାନଙ୍କୁ ନାଟକରେ ଅଧିକ ସଂଖ୍ୟାରେ ରଖିବା ଉଚିତ ।
ନାଟ୍ୟ ନିର୍ଦ୍ଦେଶକ ବୋଲଗୋବିନ୍ଦ ରଥ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟବର୍ତ୍ତୀ ନୂଆ ଗାଁ’ରେ ଜନ୍ମଗ୍ରହଣ କରିଥିଲେ ।
ପାଣ୍ଡୁଲିପି ବିନା ନାଟକକୁ ଏକ କମ୍ପାସ ବିହୀନ ପାଣି ଜାହାଜ ସହିତ ତୁଳନା କରାଯାଇଛି ।
ପ୍ରାଚୀନ ନାଟ୍ୟଗୃହରେ 'ମତ୍ତବାରିଣୀ' କହିଲେ ଅଭିନେତାମାନେ ବସିବା ପାଇଁ ଥିବା ଛୋଟ କାଠ ଚଉକିକୁ ବୁଝାଉଥିଲା ।
ନାଟକରେ ଦୁଇଟି ଦୃଶ୍ୟ ମଧ୍ୟସ୍ଥ ବିରାମ ସମୟରେ ମଞ୍ଚ ଆଲୋକ ମାତ୍ର ୩୦ ସେକେଣ୍ଡ ରହିଥାଏ ।
ପ୍ରସିଦ୍ଧ ମଞ୍ଚଶିଳ୍ପୀ ଲକ୍ଷ୍ମୀନାରାୟଣ ଆଚାରୀ ବାଲେଶ୍ୱର ସହରରେ ଜନ୍ମଗ୍ରହଣ କରିଥିଲେ ।
ମଞ୍ଚ ଅନ୍ତରାଳର ପ୍ରାଚୀନ ଇତିହାସ ଓ ବିଧିବିଧାନକୁ 'ପୂର୍ବରଙ୍ଗବିଧି' ବୋଲି କୁହାଯାଏ ।
ପ୍ରାଚୀନ ଗ୍ରୀକ୍ ନାଟକରେ ଅଭିନେତାମାନଙ୍କ ପ୍ରସ୍ତୁତି ସ୍ଥଳ ଶାଗୁଆ ଅଙ୍ଗୁର ବାଡ଼ ଗଛ ବୁଦା ଦ୍ୱାରା ଆବୃତ ହୋଇଥିବାରୁ ଏହାକୁ 'ଗ୍ରୀନ୍ ରୁମ୍' କୁହାଯାଉଥିଲା ।
ନାଟ୍ୟଶିଳ୍ପୀ ଅସୀମ ବସୁ ବାସ୍ତବତାର ଅନୁକରଣ କରି ତ୍ରି-ଆୟତନୀୟ ବକ୍ସସେଟ୍ ସାହାଯ୍ୟରେ ମଞ୍ଚ ନିର୍ମାଣ କରୁଥିଲେ ।
ନାଟକରେ ପ୍ରଥମ ଘଣ୍ଟି ବାଜିବା ମାତ୍ରେ ମଞ୍ଚ ଉପରେ ନାଟକ ଆରମ୍ଭ ହୋଇଯାଏ ।
ପରିବେଷଣ କଳା ସମ୍ପର୍କିତ ପ୍ରାଚୀନ ଗ୍ରନ୍ଥ 'ନାଟ୍ୟ ଶାସ୍ତ୍ର' ମାତ୍ର ୫୦୦ ବର୍ଷ ପୂର୍ବେ ରଚିତ ହୋଇଥିଲା ।
୮ ରୁ ୧୦ ଜଣ ଅଭିନେତା ଥିବା ଏକ ନାଟକରେ ମଞ୍ଚ ଅନ୍ତରାଳରେ ପ୍ରାୟ ୧୫ ରୁ ୧୮ ଜଣ ଲୋକ କାର୍ଯ୍ୟ କରିଥାନ୍ତି ।