ଓଡ଼ିଶାର କେଉଁ ଲୋକନାଟକରେ ପ୍ରଭୁ ସତ୍ୟନାରାୟଣଙ୍କ ମହିମା ଆଧାରିତ କାହାଣୀ ଗାନ କରାଯାଏ ?
ଦାସକାଠିଆରେ କେତେଜଣ କଳାକାର ଅଂଶଗ୍ରହଣ କରନ୍ତି ଏବଂ ସେମାନଙ୍କୁ କ’ଣ କୁହାଯାଏ ?
ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ବିଶେଷ ଭାବରେ କଣ୍ଢେଇ ନାଟ ପରିବେଷଣ ଦେଖିବାକୁ ମିଳେ ?
ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କାହାଣୀ କହିବା ଶୈଳୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେଉଁ ନୂଆ ଉପାୟ ଯୋଡ଼ାଗଲା ?
କାହାକୁ ‘କର୍ଣ୍ଣାଟକର ହରିକଥେ ପିତାମହ’ ଆଖ୍ୟା ଦିଆଯାଇଥିଲା ?
ଦାସକାଠିଆ ନାଟ୍ୟ ପରମ୍ପରାକୁ ଲୋକପ୍ରିୟ କରାଇବାରେ କେଉଁ ପ୍ରସିଦ୍ଧ କଳାକାରଙ୍କ ଅବଦାନ ରହିଛି ?
‘ଦାସକାଠିଆ’ ଶବ୍ଦଟି କେଉଁ ଦୁଇଟି ଶବ୍ଦର ମିଳନରୁ ସୃଷ୍ଟି ହୋଇଛି ?
ପାଲାର ମୁଖ୍ୟ କଳାକାରଙ୍କୁ କ’ଣ କୁହାଯାଏ ?
ମୌଖିକ କାହାଣୀ କହିବା ପରମ୍ପରାର ମହତ୍ତ୍ୱ କ’ଣ ?
ଆଜିକାଲି ପାରମ୍ପରିକ କାହାଣୀ କହିବା କଳା କମିଯିବାର ଦୁଇଟି କାରଣ ଲେଖ ।
ପାଲା ସାହିତ୍ୟର ଆଦ୍ୟ ରଚୟିତା ଭାବେ କେଉଁ କବିମାନଙ୍କୁ ଗ୍ରହଣ କରାଯାଏ ?
ରାଜସ୍ଥାନର ପ୍ରସିଦ୍ଧ 'କାଉଡ଼ କଥା' ବିଷୟରେ ବୁଝାଇ ଲେଖ ।
ଦାସକାଠିଆ ଲୋକକଳାର ଉତ୍ପତ୍ତି ଓ ବୈଶିଷ୍ଟ୍ୟ ସମ୍ପର୍କରେ ଲେଖ ।
ଭାରତରେ କାହାଣୀ କହିବା ପରମ୍ପରାର କ୍ରମବିକାଶ, ଆଜିର ସମାଜରେ ଏହାର ପ୍ରାସଙ୍ଗିକତା ଏବଂ ଏହି ଲୁପ୍ତପ୍ରାୟ କଳାର ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଇପାରେ ? ଆଲୋଚନା କର ।
ହରିକଥା ପରିବେଷଣ କରୁଥିବା ପ୍ରାଚୀନ କଳାକାରମାନଙ୍କୁ କ’ଣ କୁହାଯାଉଥିଲା ଏବଂ ସେମାନେ କେଉଁ ପୁରାଣର କଥା ଗାନ କରୁଥିଲେ ?
କାଉଡ଼ କଥା କେଉଁ ରାଜ୍ୟର ଲୋକକଳା ଏବଂ ଏଥିରେ କେଉଁସବୁ ବିଷୟ ପରିବେଷଣ କରାଯାଏ ?
ପାଲାରେ ‘ପାଳିଆ’ ଏବଂ ‘ବାୟକ’ କାହାକୁ କୁହାଯାଏ ?
ଓଡ଼ିଶାରେ କଣ୍ଢେଇ ନାଟକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ?
ଓଡ଼ିଶାର ପାରମ୍ପରିକ ଲୋକନାଟକ 'ପାଲା' ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର ।
ଦକ୍ଷିଣ ଭାରତର ପାରମ୍ପରିକ ନାଟ୍ୟକଳା 'ହରିକଥା'ର ଉତ୍ପତ୍ତି, ପରିବେଷଣ ଶୈଳୀ ଏବଂ ଏଥିରେ ଗୁରୁରାଜୁଲୁ ନାଇଡୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର ।
ଓଡ଼ିଶାର ପାରମ୍ପରିକ 'କଣ୍ଢେଇ ନାଟ'ର ଇତିହାସ, ପ୍ରକାରଭେଦ ଏବଂ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କର ।