Tap an option to check your answer instantly.
ଓଡ଼ିଶାର ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କ ଜନ୍ମସ୍ଥାନ କେଉଁଠାରେ ?
ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର୍ ହୁସେନ୍ କେତେ ବର୍ଷ ବୟସରେ କନ୍ସର୍ଟ ସଙ୍ଗୀତରେ ତବଲା ବଜାଇବା ଆରମ୍ଭ କରିଥିଲେ ?
ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ରାଗ ଭୈରବୀର ଗାୟନ ସମୟ କେଉଁଟି ?
ହିନ୍ଦୁସ୍ତାନୀ ସଙ୍ଗୀତରେ ରୂପକ ତାଳର ପ୍ରଥମ ମାତ୍ରାରେ କେଉଁ ଚିହ୍ନ ଥାଏ ?
ହିନ୍ଦୁସ୍ତାନୀ ସଙ୍ଗୀତ ପଦ୍ଧତିରେ ‘ଝପତାଳ’ କେତେ ମାତ୍ରା ବିଶିଷ୍ଟ ଅଟେ ?
ଓଡ଼ିଆ ଚମ୍ପୂରେ ବର୍ଣ୍ଣମାଳାର କେତୋଟି ବ୍ୟଞ୍ଜନ ଅକ୍ଷରକୁ ନେଇ ଗୀତ ରଚିତ ହୋଇଛି ?
‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ କାବ୍ୟର ରଚୟିତା କିଏ ?
‘ତପସ୍ଵିନୀ’ କାବ୍ୟର ରଚୟିତା କିଏ ଅଟନ୍ତି ?
ପାଠ୍ୟପୁସ୍ତକରେ ପ୍ରଦତ୍ତ ‘ତପସ୍ଵିନୀ’ କାବ୍ୟର ଛାନ୍ଦଟି କେଉଁ ବୃତ୍ତରେ ରଚିତ ?
ଓଡ଼ିଶୀ ସଙ୍ଗୀତର ରାଗାଙ୍ଗ ପର୍ଯ୍ୟାୟ ଗାନ କରିବା ସମୟରେ କେତୋଟି ସୋପାନ ଅନୁସରଣ କରାଯାଏ ?
“ଜୀବନ ଯିବ ପରା ସୁମରି ସୁମରି ମା” ପ୍ରବନ୍ଧଟି କେଉଁ କବିଙ୍କର ରଚନା ?
ଓଡ଼ିଶୀ ସଙ୍ଗୀତରେ ରାଗ ଖମାଜର ବାଦୀ ସ୍ୱର କେଉଁଟି ?
ରାଗ ଖମାଜର ଗାୟନ ସମୟ କେବେ ନିର୍ଦ୍ଧାରିତ ହୋଇଛି ?
ଓଡ଼ିଶୀ ସଙ୍ଗୀତ ଅନୁସାରେ ରାଗ ଖମାଜର ଜାତି କ'ଣ ?
ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ରାଗ ଖମାଜ କେଉଁ ମେଳର ଅନ୍ତର୍ଭୁକ୍ତ ?
ଓଡ଼ିଶୀ ସଙ୍ଗୀତରେ ଯତି ତାଳ କେତେ ମାତ୍ରା ବିଶିଷ୍ଟ ଅଟେ ?
ଓଡ଼ିଶୀ ସଙ୍ଗୀତର ଝମ୍ପା ତାଳରେ କେତୋଟି ମାତ୍ରା ଥାଏ ?
ଓଡ଼ିଶୀ ସଙ୍ଗୀତରେ ତ୍ରିପଟା ତାଳ କେତେ ମାତ୍ରା ବିଶିଷ୍ଟ ଅଟେ ?
ଓଡ଼ିଶୀ ସଙ୍ଗୀତର ଖେମଟା ତାଳରେ କେତୋଟି ତାଳି ଓ ଫାଙ୍କ୍ ରହିଛି ?
ଓଡ଼ିଶୀ ସଙ୍ଗୀତରେ ରୂପକ ତାଳ କେତେ ମାତ୍ରା ବିଶିଷ୍ଟ ଅଟେ ?
ଓଡ଼ିଶୀ ସଙ୍ଗୀତ ଅନୁସାରେ ଏକତାଳି କେତେ ମାତ୍ରା ବିଶିଷ୍ଟ ତାଳ ଅଟେ ?
ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ସର୍ବମୋଟ କେତୋଟି ତାଳ ପ୍ରଚଳିତ ହୋଇଆସୁଅଛି ?
ଧ୍ରୁବପଦାଙ୍ଗ ପ୍ରବନ୍ଧ ଗାନରେ ବ୍ୟବହୃତ ହେଉଥିବା ଓଡ଼ିଶୀ ତାଳ ଦୁଇଟି କ'ଣ କ'ଣ ?
ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ମୁଖ୍ୟତଃ କେତୋଟି ତାଳର ଅଧିକ ପ୍ରଚଳନ ରହିଛି ?
କର୍ଣ୍ଣାଟକୀ ସଙ୍ଗୀତରେ ମୁଖ୍ୟତଃ କେତୋଟି ଜାତି ବ୍ୟବହୃତ ହୋଇଥାଏ ?