ଛୋଟ ଶିଶୁକୁ ଶୁଆଇବା ଉଦ୍ଦେଶ୍ୟରେ ମା’ ଗାଉଥିବା ଶୋଇବା ଗୀତକୁ ‘କବାଲି’ କୁହାଯାଏ ।
‘ପୁଙ୍ଗ’ ହେଉଛି ପଞ୍ଜାବ ରାଜ୍ୟର ଏକ ପାରମ୍ପରିକ ବାଦ୍ୟଯନ୍ତ୍ର ।
ସନ୍ଥକବି ଭୀମଭୋଇଙ୍କ ପ୍ରସିଦ୍ଧ ପଂକ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ମିଳିତ ଜାତିସଂଘର ମୁଖ୍ୟ ଫାଟକ ନିକଟରେ ଲେଖାଯାଇଛି ।
ଭକ୍ତକବି ସାଲବେଗଙ୍କ ପିତା ହିନ୍ଦୁ ବ୍ରାହ୍ମଣ ଏବଂ ମାତା ମୁସଲମାନ ଥିଲେ ।
ବଳରାମ ଦାସ ତାଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’ ମାଧ୍ୟମରେ ସମାଜରେ ଥିବା ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।
ଆଦିକବି ସାରଳା ଦାସ ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଜନ୍ମଗ୍ରହଣ କରିଥିଲେ ।
ତେଲୁଗୁ ସଙ୍ଗୀତକାର ଅନ୍ନମାଚାର୍ଯ୍ୟ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରଶଂସାରେ ୩୨,୦୦୦ ସଂକୀର୍ତ୍ତନ ରଚନା କରିଥିଲେ ।
କାଶ୍ମୀରର ସାଧ୍ୱୀ ଲାଲ୍ ଦେଦଙ୍କ ଦ୍ୱାରା ରଚିତ ଛୋଟ ଛୋଟ କବିତାଗୁଡ଼ିକୁ ‘କୀର୍ତ୍ତନ’ କୁହାଯାଏ ।
ସାଧ୍ୱୀ ମୀରାବାଇ ଭଗବାନ ଶ୍ରୀକୃଷ୍ଣଙ୍କର ଜଣେ ପରମ ଭକ୍ତ ଥିଲେ ।
ପ୍ରସିଦ୍ଧ କବାଲି ଗାୟିକା ରୋଶନାରା ବେଗମ୍ ରାଜସ୍ଥାନର ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
କବାଲି ହେଉଛି ସୂଫି ଇସଲାମିକ ପରମ୍ପରା ସହିତ ଜଡ଼ିତ ଏକ ଭକ୍ତି ସଙ୍ଗୀତ ଶୈଳୀ ।
ପୃଥିବୀର ସମସ୍ତ ମଣିଷଙ୍କ କଣ୍ଠସ୍ୱର ସମ୍ପୂର୍ଣ୍ଣ ଏକାଭଳି ଏବଂ ସମାନ ହୋଇଥାଏ ।
ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡ. ଭୂପେନ୍ ହଜାରିକାଙ୍କୁ ‘ଭାରତ ରତ୍ନ’ ଉପାଧିରେ ସମ୍ମାନିତ କରାଯାଇଛି ।
ଡ. ଭୂପେନ୍ ହଜାରିକାଙ୍କ ରଚିତ “ବିହୁ ବିହୁ ଲାଗିସେ ଗାତ” ଏକ ଓଡ଼ିଆ ଲୋକଗୀତ ଅଟେ ।
‘ଲୋକ’ ଶବ୍ଦର ଅର୍ଥ ହେଉଛି ଜନସାଧାରଣ ।