Tap an option to check your answer instantly.
ସମ୍ବିଧାନ ପ୍ରଣୟନ ସଭାରେ ମହିଳାମାନଙ୍କ ସମାନତା ସମ୍ପର୍କରେ ୧୯୪୯ ନଭେମ୍ବର ୨୨ରେ କିଏ ବକ୍ତବ୍ୟ ପ୍ରଦାନ କରିଥିଲେ ?
ସରକାର ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ପାଳନ ନ କଲେ ନାଗରିକମାନେ କାହିଁକି ଅଦାଲତକୁ ଯାଇପାରିବେ ନାହିଁ ?
ଭାରତରେ କାହାକୁ ‘ସମ୍ବିଧାନର ରକ୍ଷା କବଚ’ ବୋଲି କୁହାଯାଏ ?
ଭାରତୀୟ ସମ୍ବିଧାନର ପ୍ରସ୍ତାବନାରେ ବର୍ଣ୍ଣିତ ‘ସାଧାରଣତନ୍ତ୍ର’ ଶବ୍ଦର ପ୍ରକୃତ ଅର୍ଥ କ’ଣ ?
୧୯୭୬ ମସିହାର ୪୨ତମ ସମ୍ବିଧାନ ସଂଶୋଧନ ଦ୍ୱାରା ପ୍ରସ୍ତାବନାରେ କେଉଁ ଦୁଇଟି ଶବ୍ଦ ଯୋଗ କରାଯାଇଥିଲା ?
ନିଜ ଘରେ ଜାତୀୟ ପତାକା ଉଡ଼ାଇବା ନାଗରିକଙ୍କ ମୌଳିକ ଅଧିକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କେଉଁ ବର୍ଷ ରାୟ ଦେଇଥିଲେ ?
କେଉଁ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଗଲା ?
ଭାରତୀୟ ସମ୍ବିଧାନରେ ‘ମୌଳିକ କର୍ତ୍ତବ୍ୟ’ କେଉଁ ବର୍ଷ ଅନ୍ତର୍ଭୁକ୍ତ କରାଯାଇଥିଲା ?
ଛଅରୁ ଚଉଦ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଶିକ୍ଷାଗତ ଅଧିକାର ସମ୍ବିଧାନର କେଉଁ ଧାରାରେ ବର୍ଣ୍ଣିତ ?
ସମ୍ବିଧାନର କେଉଁ ଧାରାରେ ‘ଆଇନ ଆଗରେ ସମାନତା’ ଅଧିକାର ଉଲ୍ଲେଖ ଅଛି ?
ଭାରତର ମୂଳ ସମ୍ବିଧାନର ପୃଷ୍ଠାଗୁଡ଼ିକୁ ବିଭିନ୍ନ ଐତିହାସିକ ଦୃଶ୍ୟ ସହିତ କିଏ ଚିତ୍ରିତ କରିଥିଲେ ?
ଭାରତର ମୂଳ ସମ୍ବିଧାନ ପୋଥିକୁ ନିଜ ହାତରେ ସୁନ୍ଦର ଭାବରେ କିଏ ଲିପିବଦ୍ଧ କରିଥିଲେ ?
ଭାରତରେ ସ୍ୱତନ୍ତ୍ର ଓ ସ୍ୱାଧୀନ ନ୍ୟାୟ ବ୍ୟବସ୍ଥା କେଉଁ ଦେଶର ସମ୍ବିଧାନ ଦ୍ୱାରା ପ୍ରଭାବିତ ?
ଭାରତୀୟ ସମ୍ବିଧାନରେ ‘ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି’ କେଉଁ ଦେଶର ସମ୍ବିଧାନରୁ ଅଣାଯାଇଛି ?
ଭାରତୀୟ ସମ୍ବିଧାନରେ ସ୍ଥାନିତ ‘ସ୍ୱତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱ’ର ଆଦର୍ଶ କେଉଁ ବିପ୍ଳବରୁ ପ୍ରେରିତ ?
ସ୍ୱାଧୀନ ଭାରତର ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ କିଏ ଥିଲେ ?
ସମ୍ବିଧାନ ପ୍ରଣୟନ ସଭାରେ ସମ୍ବିଧାନ ରଚନା କାର୍ଯ୍ୟ କେଉଁ ତାରିଖରେ ସମାପ୍ତ ଓ ଗୃହୀତ ହୋଇଥିଲା ?
ସମ୍ବିଧାନ ପ୍ରଣୟନ ସଭା କେଉଁ ତାରିଖ ଦିନ ପ୍ରଥମେ ଗଠନ କରାଯାଇଥିଲା ?
ସମ୍ବିଧାନ ପ୍ରଣୟନ ସଭାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଏକମାତ୍ର ମହିଳା ସଦସ୍ୟା କିଏ ଥିଲେ ?
ସମ୍ବିଧାନ ପ୍ରଣୟନ ସଭାରେ ଓଡ଼ିଶାରୁ କେତେ ଜଣ ପୁରୁଷ ଓ କେତେ ଜଣ ମହିଳା ପ୍ରତିନିଧିତ୍ୱ କରିଥିଲେ ?
ସମ୍ବିଧାନ ପ୍ରଣୟନ ସଭାରେ ମୋଟ କେତେ ଜଣ ମହିଳା ସଦସ୍ୟା ଥିଲେ ?
ଭାରତ ବିଭାଜନ ପରେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ସଂଖ୍ୟା ୩୮୯ ରୁ ହ୍ରାସ ପାଇ କେତେ ହୋଇଥିଲା ?
ସମ୍ବିଧାନର ପ୍ରାରମ୍ଭିକ ପାଠ ପ୍ରସ୍ତୁତ କରିଥିବା ଚିଠା ସମିତିର ଅଧ୍ୟକ୍ଷ କିଏ ଥିଲେ ?
ଭାରତର ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ଅଧ୍ୟକ୍ଷ କିଏ ଥିଲେ ?
ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରାରମ୍ଭିକ ଅବସ୍ଥାରେ ସଭାପତି କିଏ ଥିଲେ ?