ପ୍ରାଚୀନ ଭାରତରେ ବତ୍ସ ମହାଜନପଦର ରାଜଧାନୀ ଶିଶୁପାଳଗଡ଼ ଥିଲା।
ଖ୍ରୀଷ୍ଟପୂର୍ବ ୪୦୦ ବେଳକୁ ଭାରତର ପଶ୍ଚିମାଞ୍ଚଳରେ ଚେର, ଚୋଳ ଓ ପାଣ୍ଡ୍ୟ ଭଳି ତିନୋଟି ପ୍ରମୁଖ ରାଜବଂଶର ଉଦ୍ଭବ ହୋଇଥିଲା।
ଶିଶୁପାଳଗଡ଼ ତତ୍କାଳୀନ କଳିଙ୍ଗର ଏକ ଯୋଜନାବଦ୍ଧ ଦୁର୍ଗ ତଥା ରାଜଧାନୀ ଥିଲା।
‘ଦକ୍ଷିଣାପଥ’ ନାମକ ବାଣିଜ୍ୟ ମାର୍ଗଟି ଉତ୍ତର-ପଶ୍ଚିମ ଭାରତକୁ ପୂର୍ବ ଭାରତ ସହିତ ସଂଯୋଗ କରୁଥିଲା।
ଇଂରାଜୀ ଶବ୍ଦ ‘କାଷ୍ଟ’ (Caste) ମୂଳ ପର୍ତ୍ତୁଗୀଜ ଶବ୍ଦ ‘କାଷ୍ଟା’ରୁ ଆସିଅଛି।
ବୈଦିକ ସାହିତ୍ୟ ଅନୁସାରେ ବର୍ଣ୍ଣ ବ୍ୟବସ୍ଥାକୁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଥିଲା।
ପ୍ରଥମ ଭାରତୀୟ ମୁଦ୍ରା ନରମ ରୂପା ଧାତୁରେ ନିର୍ମିତ ହୋଇଥିଲା, ଯାହାକୁ ‘ପଞ୍ଚମାର୍କ’ ମୁଦ୍ରା କୁହାଯାଉଥିଲା।
ହରପ୍ପା ସଭ୍ୟତାର ଲୋକମାନେ ମୁଖ୍ୟତଃ ଲୁହାର ବ୍ୟବହାର କରୁଥିଲେ।
ବେଦରେ ‘ସଭା’ ଏବଂ ‘ସମିତି’ ନାମକ ଦୁଇଟି ପରିଷଦ ବିଷୟରେ ଉଲ୍ଲେଖ ରହିଛି।
ଭଜ୍ଜି ଓ ମଲ୍ଲ ରାଜ୍ୟରେ ଶାସକମାନେ ବଂଶାନୁକ୍ରମିକ ଥିଲେ ଏବଂ ସେଠାରେ କୌଣସି ଗଣତାନ୍ତ୍ରିକ ପରମ୍ପରା ନ ଥିଲା।
ପ୍ରାଚୀନ କାଳରେ ଶକ୍ତିଶାଳୀ ମଗଧ ମହାଜନପଦର ରାଜଧାନୀ ରାଜଗୃହ ଥିଲା।
ଖ୍ରୀଷ୍ଟପୂର୍ବ ଅଷ୍ଟମ ଓ ସପ୍ତମ ଶତାବ୍ଦୀ ବେଳକୁ ଭାରତରେ ମୋଟ ଚବିଶଟି ମହାଜନପଦ ଗଠିତ ହୋଇଥିଲା।
‘ଜନ’ ଶବ୍ଦର ଅର୍ଥ ଲୋକମାନେ ଏବଂ ‘ପଦ’ ଶବ୍ଦର ଅର୍ଥ ଯେଉଁଠାରେ ସ୍ଥାୟୀ ଭାବରେ ବସବାସ କରାଯାଏ।
ହରପ୍ପା ସଭ୍ୟତାକୁ ପ୍ରାଚୀନ ଭାରତର ଦ୍ୱିତୀୟ ନଗର ସଭ୍ୟତା ବୋଲି କୁହାଯାଏ।
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ, କୌଣସି ରାଜ୍ୟର ସୁରକ୍ଷା ମୁଖ୍ୟତଃ ତା’ର ରାଜଧାନୀ ଓ ପ୍ରମୁଖ ସହରଗୁଡ଼ିକର ସୁରକ୍ଷା ଉପରେ ନିର୍ଭର କରିଥାଏ।