ପ୍ରୟାଗରାଜଠାରେ ଅନୁଷ୍ଠିତ ହେଉଥିବା କୁମ୍ଭମେଳାକୁ ୟୁନେସ୍କୋ (UNESCO) ବିଶ୍ୱର ଏକ ମହାନ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି।
ଅଶ୍ୱତ୍ଥ ବୃକ୍ଷର ପତ୍ର ପେଟରୋଗ ପାଇଁ ଏବଂ ଏହାର ବକଳ ଚର୍ମରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ।
କେରଳରେ ଅବସ୍ଥିତ ପ୍ରସିଦ୍ଧ ଶବରୀମାଳା ମନ୍ଦିର ପ୍ରଭୁ ଆୟାପ୍ପାଙ୍କ ଉଦ୍ଦେଶ୍ୟରେ ସମର୍ପିତ।
ନ୍ୟୁଜିଲାଣ୍ଡର ମାଓରି ସମ୍ପ୍ରଦାୟର ଆବେଦନ ସତ୍ତ୍ୱେ ତାରାନାକି ପର୍ବତକୁ କୌଣସି ଆଇନଗତ ମାନ୍ୟତା ଦିଆଯାଇ ନାହିଁ।
ପ୍ରାଚୀନ କାଳରେ ‘ଉତ୍ତରାପଥ’ ଭାରତୀୟ ଉପମହାଦେଶର ଉତ୍ତର-ପଶ୍ଚିମ ଏବଂ ପୂର୍ବ ଭାଗକୁ ସଂଯୋଗ କରୁଥିଲା।
ତାମିଲନାଡୁର ତାଞ୍ଜାଭୁର ଜିଲ୍ଲାର ପବିତ୍ର ବନରେ ବାସ କରୁଥିବା ଫଳ ବାଦୁଡ଼ିମାନଙ୍କୁ ଲୋକମାନେ ଅଶୁଭ ମନେକରନ୍ତି।
ଝାଡ଼ଖଣ୍ଡ ରାଜ୍ୟରେ ପବିତ୍ର କାନନ ବା ବନାନୀକୁ ସ୍ଥାନୀୟ ଭାଷାରେ ‘ସରନା’ କୁହାଯାଏ।
ମହାରାଷ୍ଟ୍ରର ପ୍ରସିଦ୍ଧ ପନ୍ଧାରପୁରୱାରୀ ତୀର୍ଥଯାତ୍ରା ପ୍ରାୟ ୧୦୦ ବର୍ଷ ତଳେ ଆରମ୍ଭ ହୋଇଥିଲା।
ପବିତ୍ର ବିବେଚିତ ହେଉଥିବା ଅଶ୍ୱତ୍ଥ ବୃକ୍ଷର ବୈଜ୍ଞାନିକ ନାମ ହେଉଛି ‘ଫିକସ୍ ରେଲିଜିଓସା’।
କୁମ୍ଭମେଳା କେବଳ ବାରାଣସୀ ସହରରେ ଅନୁଷ୍ଠିତ ହୋଇଥାଏ।
ଋଗ୍ବେଦର ‘ନଦୀସ୍ତୁତି ସୂକ୍ତ’ରେ ଉତ୍ତର-ପଶ୍ଚିମ ଭାରତର ପ୍ରାଚୀନ ୧୯ଟି ମୁଖ୍ୟ ନଦୀର ସ୍ତୁତି କରାଯାଇଛି।
ଭାରତରେ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମୁଦାୟ ୫୧ଟି ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠିତ ହୋଇଛି।
ଓଡ଼ିଶାର ନିୟମଗିରି ପର୍ବତମାଳାର ନିୟମ ଡୋଙ୍ଗର ପାହାଡ଼ ଡୋଙ୍ଗରିଆ କନ୍ଧ ଜନଜାତିଙ୍କ ପାଇଁ ଏକ ପବିତ୍ର ସ୍ଥଳ ଅଟେ।
‘ତୀର୍ଥ’ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ଉଚ୍ଚ ପର୍ବତ ଶିଖର ଆରୋହଣ କରିବା।
ବୋଧଗୟାରେ ଥିବା ମହାବୋଧି ସ୍ତୂପଠାରେ ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି ହୋଇଥିଲେ।