1ଦୈନନ୍ଦିନ ଜୀବନର ନିମ୍ନଲିଖିତ ପରିସ୍ଥିତିଗୁଡ଼ିକ ପାଇଁ ଉପଯୁକ୍ତ ଗାଣିତିକ ପରିପ୍ରକାଶ ଲେଖି ସମାଧାନ କର :
(କ) ନବରଙ୍ଗପୁର ଜିଲ୍ଲା ହାଟ ସପ୍ତାହର ସାତ ଦିନ ବସେ । ରହିମ୍ ନିଜ ବାଡ଼ିରୁ ପ୍ରତ୍ୟେକ ଦିନ 9 କି.ଗ୍ରା. ଏବଂ ରାମ ପ୍ରତ୍ୟେକ ଦିନ 11 କି.ଗ୍ରା. ଆମ୍ବ ଏହି ହାଟକୁ ଯୋଗାନ୍ତି । ସପ୍ତାହସାରା ସେମାନଙ୍କ ଦ୍ୱାରା ଯୋଗାଯାଇଥିବା ସମୁଦାୟ ଆମ୍ବର ପରିମାଣ କେତେ ?
(ଖ) ବିନୁର ମାସିକ ଆୟ 20,000 ଟଙ୍କା । ସେ ମାସକୁ ଘରଭଡ଼ା ବାବଦକୁ 5000 ଟଙ୍କା, ଖାଦ୍ୟ ବାବଦକୁ 5000 ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ 2000 ଟଙ୍କା ଖର୍ଚ୍ଚ କରେ । ତେବେ ସେ ବର୍ଷକୁ କେତେ ଟଙ୍କା ସଞ୍ଚୟ କରିବ ?
5 marks