1ନିମ୍ନଲିଖିତ ଗାଣିତିକ ସମସ୍ୟାଗୁଡ଼ିକର ଯୁକ୍ତିଯୁକ୍ତ ଉତ୍ତର ପ୍ରଦାନ କର:
(କ) ଏକ ବିଜୁଳି ବତୀ ON ଅବସ୍ଥାରେ ଅଛି । ଓମ୍ ସୁଇଚ୍କୁ ୭୭ ଥର ଦବାଇଲେ ତାହା ON ନା OFF ଅବସ୍ଥାରେ ରହିବ ?
(ଖ) କୁନିର ପୁରୁଣା ବହିରୁ ଖସିପଡ଼ିଥିବା କାଗଜଗୁଡ଼ିକର ଉଭୟ ପାର୍ଶ୍ଵରେ ୫୦ ପର୍ଯ୍ୟନ୍ତ ପୃଷ୍ଠାଙ୍କ ଥିଲା । ଖସିପଡ଼ିଥିବା ପୃଷ୍ଠାଙ୍କ ମାନଙ୍କର ସମଷ୍ଟି ୬୦୦୦ ହୋଇପାରିବ କି ? କାରଣ ଦର୍ଶାଅ ।
(ଗ) ପ୍ରାଚୀନ ଭାରତର ‘ଚଉତିଶା ଯନ୍ତ୍ର’ କ’ଣ ଏବଂ ଏହାକୁ ଏପରି ନାମ କାହିଁକି ଦିଆଯାଇଛି ?
10 marks