'କଳାମାଣିକରେ' କବିତାରେ ମାତୃହୃଦୟର ଆବେଗଭରା ବାତ୍ସଲ୍ୟ ପ୍ରେମର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି।
'ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜିଖରା' ପଦରେ ଶୀତ ଋତୁର ସ୍ୱରୂପ ବର୍ଣ୍ଣନା କରାଯାଇଛି।
ମାତା ଯଶୋଦା ଶ୍ରୀକୃଷ୍ଣଙ୍କର ବେଣୁଗୀତ ଶୁଣିବା ପାଇଁ କାନ ଡେରି ଅପେକ୍ଷା କରି ରହିଥିଲେ।
'ବାଘଗୀତ' ଓ 'ଚଢ଼େଇଗୀତ' ନାମକ ପୁସ୍ତକ ଦୁଇଟି କବି ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ।
ମାତା ଯଶୋଦା ନିଜ ହୃଦୟର ଦୁଃଖ ବା ତାପ ବିନାଶ କରିବା ପାଇଁ ଶ୍ରୀକୃଷ୍ଣଙ୍କୁ 'ହରିଚନ୍ଦନ' ବୋଲି କହିଛନ୍ତି।
କବିତାରେ ବ୍ୟବହୃତ 'ବାରୁଥାଇ' ଶବ୍ଦର ଅର୍ଥ ହେଉଛି ବାରମ୍ବାର ଡାକୁଥାଇ।
ଝାଞ୍ଜିଖରାରେ ଶ୍ରାନ୍ତ ହୋଇ ଶ୍ରୀକୃଷ୍ଣ କୌଣସି ଗଛ ତଳେ ବିଶ୍ରାମ ନେଉଥିବେ ବୋଲି ଯଶୋଦା ଭାବିଛନ୍ତି।
କବିତା ଅନୁସାରେ ଶ୍ରୀକୃଷ୍ଣ ବୃଦ୍ଧକାଳରେ ମାତା ଯଶୋଦାଙ୍କର ଅନେକ ପୁତ୍ରଙ୍କ ମଧ୍ୟରୁ ଜଣେ ଥିଲେ।
କବିତା ଅନୁଯାୟୀ 'ଅଧାମ' ଶବ୍ଦର ପ୍ରକୃତ ଅର୍ଥ ହେଉଛି ରାବିଡ଼ି।
ବନକୁ ଯିବା ସମୟରେ ଶ୍ରୀକୃଷ୍ଣ ନିଜ ସହିତ କଠାଉ ଓ ଛତା ନେଇ ଯାଇଥିଲେ।
'ଅନ୍ଧଲଉଡ଼ି' ଏକ ରୂଢ଼ି, ଯାହାର ପ୍ରକୃତ ଅର୍ଥ ହେଉଛି ଅସହାୟର ସାହା।
ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ଠିକ୍ ସମୟରେ ଘରକୁ ଫେରିଆସିଥିବାରୁ ମାତା ଯଶୋଦା ଆନନ୍ଦ ପ୍ରକାଶ କରିଛନ୍ତି।
'କଳାମାଣିକରେ' କବିତାଟି କବିଙ୍କର 'ବିଦଗ୍ଧଚିନ୍ତାମଣି' କାବ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି।
କବି ଅଭିମନ୍ୟୁ ସାମନ୍ତସିଂହାର କଟକ ଜିଲ୍ଲାର ବାଲିଆ ସାମନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ।
'କଳାମାଣିକରେ' କବିତାଟି ପ୍ରାଚୀନ ରୀତିଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଦ୍ୱାରା ରଚିତ।