Tap an option to check your answer instantly.
ପହଳି ଅନୁସାରେ ଶିବଙ୍କର ଗଳାହାର ଓ ପ୍ରଥମ ଦୁଇ ଅକ୍ଷର ବିଷାକ୍ତ ହୋଇଥିବା ଜୀବଟି କିଏ ?
ପହଳି ଅନୁସାରେ ସ୍ୱର୍ଗରାଜାଙ୍କ ନାମ ଓ ଶ୍ରୀରାମଙ୍କ ଅସ୍ତ୍ରକୁ ନେଇ ଗଠିତ ବର୍ଷାଋତୁର ଶୋଭା କିଏ ?
ପହଳି ଅନୁଯାୟୀ କଳା ରଙ୍ଗର କେଉଁ ପକ୍ଷୀ ସକାଳୁ ରାବି ସମସ୍ତଙ୍କୁ ଉଠାଏ ଏବଂ ଅସନା ସଫା କରେ ?
‘ଶୀତଳ ସମୀର ଯାଉଛି ବହି’ – ଏଠାରେ ‘ସମୀର’ ଶବ୍ଦର ସମାର୍ଥବୋଧକ ଶବ୍ଦଟି କ’ଣ ?
‘ଛନଛନ ମନେ କଳାପ ଟେକି’ – ଏଠାରେ ‘କଳାପ’ ଶବ୍ଦର ସଠିକ୍ ଅର୍ଥ କ’ଣ ?
‘ନାଚିଲା ସେ ପୁଣି ଦ୍ରୁତ – ମନ୍ଥରେ’ – ଏହି ବାକ୍ୟରେ କ୍ରିୟାପଦଟି କେଉଁଟି ?
‘ସୁନୀଳ ଗ୍ରୀବାଟି ଢଳାଇ ଧୀରେ’ – ଏହି ପଦାବଳୀରେ ‘ସୁନୀଳ’ କେଉଁ ପ୍ରକାରର ପଦ ?
‘ବିହଙ୍ଗମେ ସାର, କେଡ଼େ ରାଜକୀୟ ଭଙ୍ଗିମା ତା’ର’ – ଏଠାରେ ‘ବିହଙ୍ଗମ’ କାହାକୁ ବୁଝାଏ ?
ଭାରତର ଗୁଣ, ଗର୍ବ, ସାହସ, ଶକ୍ତି ଓ ମୈତ୍ରୀ କାହା ପାଖରେ ଠୁଳ ହୋଇଛି ?
ମୟୂର କାହା ମନରେ ଭୟ ବା ଭୀତି ଜାଗ୍ରତ କରାଏ ?
କବିତାରେ ମୟୂରର ଚାଲି ବା ଗତି କାହା ସହିତ ତୁଳନୀୟ ?
‘ଖୋଜେ ବିନାଶିବ ଅରାତି ବଳେ’ – ଏହି ଧାଡ଼ିରେ ‘ଅରାତି’ ଶବ୍ଦର ପ୍ରକୃତ ଅର୍ଥ କ’ଣ ?
କାହାର ଛାଇ ଦେଖି ବିଷଧରମାନେ ଭୟରେ ଲୁଚିଗଲେ ?
ମୟୂର ମେଘ ନିକଟରେ କୃପଣ ନ ହୋଇ କ’ଣ ପ୍ରଦାନ କରିବାକୁ ପ୍ରାର୍ଥନା କରିଛି ?
“ସ୍ୱାଗତ ହେ ଘନ !” – ଏଠାରେ ମୟୂର କାହାକୁ ସ୍ୱାଗତ କରୁଛି ?
ମୟୂର କେଉଁ ସ୍ୱରରେ ଗୀତ ରଚନା କରି ମେଘକୁ ସ୍ୱାଗତ କଲା ?
ବର୍ଷା ସମୟରେ ଅଶନିର ଗର୍ଜନ ଶୁଣି କେଉଁ ପକ୍ଷୀମାନେ ନୀରବ ହୋଇଗଲେ ?
ମୟୂରର ପୁଚ୍ଛରୁ କେଉଁ କେଉଁ ରତ୍ନ ଭଳି ଚମକ ଆସୁଛି ବୋଲି କବି କହିଛନ୍ତି ?
ମୟୂର କାହାକୁ ଦେଖି ଛନଛନ ମନରେ କଳାପ ଟେକି ନାଚିବାକୁ ଲାଗିଲା ?
ମୟୂରର ମୁଣ୍ଡ ଉପରେ କ’ଣ ଦୋହଲୁଥିବାର କବି ବର୍ଣ୍ଣନା କରିଛନ୍ତି ?
କବିତାରେ ମୟୂରର ବେକ ବା ଗ୍ରୀବାକୁ କିପରି ବୋଲି କୁହାଯାଇଛି ?
‘ଶିହରଇ ମହୀ’ – ଏଠାରେ ‘ମହୀ’ ଶବ୍ଦର ପ୍ରକୃତ ଅର୍ଥ କ’ଣ ?
କବିତା ଅନୁଯାୟୀ ବର୍ଷା ସମୟରେ ବନଭୂମି କେଉଁ ଫୁଲରେ ଶୋଭା ପାଉଛି ?
‘ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ଖେଳା’ – ଏହି ପଂକ୍ତିରେ କେଉଁ ଋତୁର କଥା କୁହାଯାଇଛି ?
‘ଆକାଶେ ବସିଲା ଜଳଦ ମେଳା’ – ଏଠାରେ ‘ଜଳଦ’ ଶବ୍ଦର ଅର୍ଥ କ’ଣ ?