ରମାଦେବୀ ନିଜ ପିଲାଦିନେ ବିପ୍ଳବୀ ଅରବିନ୍ଦଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ପାଇଥିଲେ।
‘କଳିଙ୍ଗରାଇଜୁ ବଡ଼ ନାହିଁ’ କବିତାଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ।
ଖୁଦିରାମଙ୍କ ଫାଶୀ ସମୟରେ ଉପସ୍ଥିତ ନ ରହିବା ପାଇଁ ରମାଦେବୀ ତାଙ୍କ ବାପାଙ୍କୁ ଅନୁରୋଧ କରିଥିଲେ।
ରମାଦେବୀ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ବିବାହ କରିଥିଲେ।
ରମାଦେବୀ ସାଧାରଣ ଲୋକଙ୍କ ସେବା ପାଇଁ ଜଗତସିଂହପୁରରେ ‘ଅଳକା ଆଶ୍ରମ’ ପ୍ରତିଷ୍ଠା କରିଥିଲେ।
‘ମୋ’ ପିଲାବେଳ କଥା’ ପାଠ୍ୟାଂଶଟି ରମାଦେବୀଙ୍କ ଲିଖିତ ‘ଅଳକା ଆଶ୍ରମ’ ନାମକ ପୁସ୍ତକରୁ ଆସିଛି।
ରମାଦେବୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭ ଦାସଙ୍କ କନ୍ୟା ଥିଲେ।
ପିଲାମାନେ ପାଠରେ କିଛି ଭୁଲ୍ ବା ଦୋଷ କଲେ ମାଆ ସେମାନଙ୍କୁ ପ୍ରବଳ ମାଡ଼ ମାରୁଥିଲେ।
ରମାଦେବୀଙ୍କ ମାଆ ସନ୍ଧ୍ୟାବେଳେ ପୂଜା ସାରି ପିଲାମାନଙ୍କୁ ରାମାୟଣ, ମହାଭାରତ ଓ ଐତିହାସିକ ଘଟଣାବଳୀର ଗଳ୍ପ ଶୁଣାଉଥିଲେ।
ରମାଦେବୀ ଫାଶୀ ହେବା ପୂର୍ବରୁ ଖୁଦିରାମଙ୍କୁ ଜେଲ୍ ଭିତରେ ସାକ୍ଷାତ କରିଥିଲେ।
କୌଣସି ବ୍ୟକ୍ତି ଫାଶୀ ପାଇଲେ ସେହି ସ୍ଥାନରେ ଉପସ୍ଥିତ ରହିବା ପାଇଁ ରମାଦେବୀଙ୍କ ବାପାଙ୍କ ଉପରେ ସରକାରୀ ଦାୟିତ୍ୱ ଥିଲା।
ପଡ଼ୋଶୀ ଯୋଗେଶ ବାବୁ ଜଣେ ସରକାରୀ ଡାକ୍ତର ଥିଲେ।
ରମାଦେବୀଙ୍କ ଘରେ ବଙ୍ଗଲକ୍ଷ୍ମୀ ମିଲ୍ର ମୋଟା ଲୁଗା ଏବଂ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରାଯାଉଥିଲା।
କିଂସ୍ ଫୋର୍ଡ ସାହେବ ରମାଦେବୀଙ୍କ ବାପାଙ୍କର ଜଣେ ଶତ୍ରୁ ଥିଲେ।
ରମାଦେବୀଙ୍କ ପିଲାଦିନେ ତାଙ୍କ ପରିବାର ମୋଜାଫରପୁରରେ ରହୁଥିଲେ।