ସାଧାରଣତଃ ଭାରତର ସଂସଦରେ ବର୍ଷକୁ କେତୋଟି ଅଧିବେଶନ ବସେ ଏବଂ ସେଗୁଡ଼ିକ କ’ଣ ?
ଓଡ଼ିଶାର ବିଧାନ ସୌଧ କେବେ ଏବଂ କାହା ଦ୍ୱାରା ଉଦ୍ଘାଟିତ ହୋଇଥିଲା ?
ଭାରତର କେଉଁ କେଉଁ ରାଜ୍ୟରେ ଦ୍ଵି-ସଦନୀୟ ବ୍ୟବସ୍ଥାପିକା ରହିଛି ?
ଅର୍ଥ ବିଧେୟକ କେବଳ କେଉଁ ସଦନରେ ଉପସ୍ଥାପନ କରାଯାଇପାରିବ ?
‘ସିଙ୍ଗୋଲ’ କାହାର ପ୍ରତୀକ ଏବଂ ଏହାର ଅଗ୍ରଭାଗରେ କାହାର ପ୍ରତିଛବି ରହିଛି ?
ସମ୍ବିଧାନ ଅନୁସାରେ ଲୋକସଭା ଏବଂ ରାଜ୍ୟସଭାର ସର୍ବାଧିକ ସଭ୍ୟ ସଂଖ୍ୟା କେତେ ?
ଭାରତର ସଂସଦକୁ କାହିଁକି ‘ଦ୍ଵି-ସଦନୀୟ’ କୁହାଯାଏ ?
ଭାରତର ସଂସଦ କାହାକୁ କାହାକୁ ନେଇ ଗଠିତ ?
ସଂସଦୀୟ ସ୍ଥାୟୀ ସମିତିର ଦୁଇଟି ମୁଖ୍ୟ କାର୍ଯ୍ୟ ଉଲ୍ଲେଖ କର।
ଗଣତନ୍ତ୍ରରେ ନ୍ୟାୟପାଳିକା କିପରି ଏକ ନିୟନ୍ତ୍ରକ ଓ ସନ୍ତୁଳନକାରୀ ସଂସ୍ଥା ଭାବେ କାର୍ଯ୍ୟ କରେ ?
କାର୍ଯ୍ୟପାଳିକା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକା ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ ଦର୍ଶାଅ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଇନ ପ୍ରଣୟନ କ୍ଷମତା ବଣ୍ଟନ ପାଇଁ ଥିବା ତିନୋଟି ତାଲିକା ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର।
ଭାରତୀୟ ସଂସଦୀୟ ଗଣତନ୍ତ୍ରରେ କାର୍ଯ୍ୟପାଳିକା କିପରି ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରହିଥାଏ ?
ଗଣତାନ୍ତ୍ରିକ ଶାସନରେ ସରକାରଙ୍କ ତିନୋଟି ଅଙ୍ଗ ମଧ୍ୟରେ କ୍ଷମତା ବିଭାଜନ ତଥା ନିୟନ୍ତ୍ରଣ ଓ ସନ୍ତୁଳନ ବ୍ୟବସ୍ଥାର ଆବଶ୍ୟକତା ଏବଂ ଭୂମିକା ଆଲୋଚନା କର।
ଯୁଗ୍ମ ତାଲିକାଭୁକ୍ତ ବିଷୟରେ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ କି ସମ୍ପର୍କ ରହିଥାଏ ?
ସଂସଦ ପ୍ରସଙ୍ଗରେ ‘ଉତ୍ପାଦିକତା’ କହିଲେ କ’ଣ ବୁଝାଏ ?
ସଂସଦରେ ପ୍ରଶ୍ନକାଳ କହିଲେ କ’ଣ ବୁଝାଏ ?
ବିଧେୟକ ବା ବିଲ୍ କହିଲେ କ’ଣ ବୁଝ ?
ସଂସଦରେ ଏକ ବିଧେୟକ କିପରି ଆଇନ ବା ଅଧିନିୟମରେ ପରିଣତ ହୁଏ ? ଏହାର ପ୍ରମୁଖ ପର୍ଯ୍ୟାୟଗୁଡ଼ିକ ଉଲ୍ଲେଖ କର।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ସଂରଚନା ମଧ୍ୟରେ ଥିବା ସମାନ୍ତରାଳ ବ୍ୟବସ୍ଥା ଏବଂ ମୁଖ୍ୟ ପାର୍ଥକ୍ୟଗୁଡ଼ିକ ଆଲୋଚନା କର।
ଭାରତର ସଂସଦ କିପରି ଗଠିତ ଏବଂ ଏହାର ପ୍ରମୁଖ କାର୍ଯ୍ୟାବଳୀ କ’ଣ କ’ଣ ? ସବିଶେଷ ବର୍ଣ୍ଣନା କର।