ଭାରତରେ ପ୍ରଣୀତ ସଂଗଠିତ ସାମାଜିକ ଦାୟିତ୍ୱବୋଧ (ସି.ଏସ୍.ଆର୍.) ଆଇନର ନିୟମ କ’ଣ ?
‘ସ୍ୱୟମ୍’ ପୋର୍ଟାଲ୍ କି ପ୍ରକାର ଶିକ୍ଷା ସୁବିଧା ଯୋଗାଇଥାଏ ?
ଔଦ୍ୟୋଗିକୀ କହିଲେ କ’ଣ ବୁଝ ?
ଲାଭାଂଶ କହିଲେ କ’ଣ ବୁଝାଏ ?
ପୁଞ୍ଜି ବଜାର କାହାକୁ କୁହାଯାଏ ?
ଜାପାନୀ ତତ୍ତ୍ୱ ‘କାଇଜେନ୍’ର ଅର୍ଥ କ’ଣ ?
ଅର୍ଥଶାସ୍ତ୍ର ଅନୁଯାୟୀ ‘ଭୂମି’ କହିଲେ କ’ଣ ବୁଝାଏ ?
ଉତ୍ପାଦନର କାରକ କାହାକୁ କୁହାଯାଏ ?
ଉତ୍ପାଦନକାରୀମାନେ ନିଜ ଶ୍ରମିକମାନଙ୍କ ପ୍ରତି କେଉଁ କେଉଁ ଦାୟିତ୍ୱ ନିର୍ବାହ କରିବା ଉଚିତ ?
ଉତ୍ପାଦନ ପ୍ରକ୍ରିୟାରେ ଯୋଗାଣ ଶୃଙ୍ଖଳ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଶ୍ରମ-ପ୍ରଧାନ ଏବଂ ପୁଞ୍ଜି-ପ୍ରଧାନ ଉତ୍ପାଦନ କ୍ଷେତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଉଦାହରଣ ସହ ବୁଝାଅ।
ଜଣେ ଉଦ୍ୟୋଗପତିଙ୍କର ପ୍ରମୁଖ କାର୍ଯ୍ୟାବଳୀ ଓ ଗୁଣାବଳୀ ସଂକ୍ଷେପରେ ବର୍ଣ୍ଣନା କର।
ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୂମିକା ସମ୍ପର୍କରେ ଉଦାହରଣ ସହ ଆଲୋଚନା କର।
ଉତ୍ପାଦନର କାରକଗୁଡ଼ିକ କିପରି ପରସ୍ପର ସହ ସଂଯୁକ୍ତ ? ପ୍ରାକୃତିକ ପରିବେଶ ତଥା ଶ୍ରମିକମାନଙ୍କ ପ୍ରତି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଥିବା ଦାୟିତ୍ୱବୋଧ ବିସ୍ତାର ଭାବରେ ଆଲୋଚନା କର।
ଆଧୁନିକ ଭାରତ ନିର୍ମାଣରେ ଜେ.ଆର୍.ଡି. ଟାଟାଙ୍କ ଅବଦାନ କ’ଣ ଥିଲା ?
ପ୍ରାଚୀନ ଭାରତରେ ସିଲେଇ ବୋଇତ କିପରି ନିର୍ମାଣ କରାଯାଉଥିଲା ଏବଂ ଏହାର ଉପକାରିତା କ’ଣ ଥିଲା ?
ଜନସାଂଖ୍ୟକୀୟ ଲାଭାଂଶ କହିଲେ କ’ଣ ବୁଝ ?
ଶ୍ରମ ଏବଂ ମାନବ ପୁଞ୍ଜି ମଧ୍ୟରେ ଥିବା ପ୍ରମୁଖ ପାର୍ଥକ୍ୟ ଲେଖ।
ମାନବ ପୁଞ୍ଜି ଏବଂ ଭୌତିକ ପୁଞ୍ଜି ମଧ୍ୟରେ ଥିବା ପ୍ରମୁଖ ପାର୍ଥକ୍ୟଗୁଡ଼ିକ ଦର୍ଶାଅ।
ମାନବ ପୁଞ୍ଜି କହିଲେ କ’ଣ ବୁଝ ? ମାନବ ପୁଞ୍ଜି ବିକାଶର ସହାୟକ ଉପାଦାନଗୁଡ଼ିକ ଉଲ୍ଲେଖ କରି ଭାରତରେ ଏହାର ବିକାଶ କ୍ଷେତ୍ରରେ ଥିବା ସୁଯୋଗ ଓ ଆହ୍ୱାନଗୁଡ଼ିକ ଆଲୋଚନା କର।
ଉତ୍ପାଦନର ଚାରୋଟି ପ୍ରମୁଖ କାରକ କ’ଣ କ’ଣ ? ପ୍ରତ୍ୟେକ କାରକର ସ୍ୱରୂପ ଏବଂ ଉତ୍ପାଦନ ପ୍ରକ୍ରିୟାରେ ସେଗୁଡ଼ିକର ଭୂମିକା ବିସ୍ତୃତ ଭାବେ ବୁଝାଅ।