ଗଣିତ ପ୍ରକାଶ · Code MATH
Learning outcomes for ଗଣିତ ପ୍ରକାଶ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
20 learning outcomes for this subject.
ପରିମେୟ ସଂଖ୍ୟାରେ ମିଶାଣ,ଫେଡାଣ,ଗୁଣନ ଓ ହରଣର ଧର୍ମଗୁଡିକୁ ସାଧାରଣୀକରଣ କରିବେ ( ସଂରଚନା ବ୍ୟବହାର କରି)।
ଦିଆଯାଇଥୁବା ଦୁଇଟି ପରିମେୟ ସଂଖ୍ୟା ମଧ୍ୟରେ ଥିବା ଅସଂଖ୍ୟ ପରିମେୟ ସଂଖ୍ୟା ନିର୍ଣ୍ଣୟ କରିବେ।
2,3,4,5,6,9,11 ର ବିଭାଜ୍ୟତା ନିୟମ ଅବଲମ୍ୱନ କରି ଦିଆଯାଇଥିବା ସଂଖ୍ୟାମାନଙ୍କର ବର୍ଗ, ବର୍ଗମୂଳ,ଘନ ଓ ଘନମୂଳ ନିର୍ଣ୍ଣୟ କରିବେ
ଦିଆଯାଇଥିବା ସଂଖ୍ୟାମାନଙ୍କର ବର୍ଗ, ବର୍ଗମୂଳ,ଘନ ଓ ଘନମୂଳ ନିର୍ଣ୍ଣୟ କରିବେ
ପୂର୍ଣସଂଖ୍ୟା ଘାତାଙ୍କ ବିଶିଷ୍ଟ ସମସ୍ୟାର ସମାଧାନ ଧାନ କରି ରିବେ
ଗାଣିତିକ ଧନ୍ଦା ଓ ଦୈନନ୍ଦିନ ଜୀବନର ସମସ୍ୟାଗୁଡିକୁ ଚଳରାଶି ବ୍ୟବَହାର କରି ସମାଧାନ କରିବେ
ବୀଜଗାଣିତିକ ପରିପ୍ରକାଶଗୁଡିକୁ ଡିକୁ ଗୁଣନ କରିବେ, ଯେପରି - ବିସ୍ତାରିତ କର (2x-5) (3x2+7)
ଦୈନନ୍ଦିନ ଜୀବନ ସମସ୍ୟ ସ୍ୟା ସମାଧାନ କରିବାରେ ବୀଜଗାଣିତିକ ଅଭେଦଗୁଡିକର ବ୍ୟବହାର କରିବେ
ଲିଖ୍ତ ତ ମୂଲ୍ୟ ଓ ପ୍ରକୃତ ମୂଲ୍ୟ ଦତ୍ତ ଥିଲେ ଶତକଡା ରିହାତି ନିର୍ଣ୍ଣୟ କିମ୍ବା କ୍ରୟମୂଲ୍ୟ ଓ ଲାଭ ଦତ୍ତ ଥିଲେ ଶତକଡା ଲାଭ ନିର୍ଣ୍ଣୟ କରିବେ।
ସରଳ ଓ ପ୍ରତିଲୋମୀ ଚଳନ ସଂକ୍ରାନ୍ତିୟ ସମସ୍ୟାର ସାମାଧାନ କରିବେ
କୋଣମାନଙ୍କର ମାପର ସମଷ୍ଟି ସୂତ୍ରକୁ ବ୍ୟବହାର କରି ସମସ୍ୟା ସମାଧାନ କରିବେ
ସାମନ୍ତରିକ ଚିତ୍ରର ଧର୍ମଗୁଡିକୁ ପରୀକ୍ଷା କରିବେ ଓ ଯୁକ୍ତି ମାଧ୍ୟମରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବେ
ସମତଳ ପୃଷ୍ଠ ଯଥା – କାଗଜ ଓ କଳାପଟା ଇତ୍ୟାଦିରେ 3D ଦର୍ଶାଇବେ
ସଂରଚନା ମାଧ୍ୟମରେ ଅଏଲରଙ୍କ ସମ୍ପର୍କକୁ ପରୀକ୍ଷା କରିବେ
କମ୍ପାସ ଓ ସ୍କେଲ ବ୍ୟବହାର କରି ବିଭିନ୍ନ ପ୍ରକାରର ଚତୁର୍ଭୁଜ ଅଙ୍କନ କରିବେ
ଟ୍ରାପିଜିୟମ ଓ ଅନ୍ୟାନ୍ୟ ବହୁଭୁଜ ଭଳି ଆକୃତିର କ୍ଷେତ୍ରଫଳକୁ ବର୍ଗଗ୍ରୀଡ/ ଗ୍ରାଫକାଗଜ ବ୍ୟବହାର କରି ଅନୁମାନ କରିବେ ଓ ସୂତ୍ର ବ୍ୟବହାର କରି ଏହାର ସତ୍ୟତା ପରୀକ୍ଷା କରିବେ।
ବହୁଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବେ
ଆୟତଘନାକୃତି ଓ ସିଲିଣ୍ଡର ଆକୃତିର ଘନବସ୍ତୁମାନଙ୍କର ପୃଷ୍ଠ କ୍ଷେତ୍ରଫଳ ଓ ଆୟତନ ନିର୍ଣ୍ଣୟ କରିବେ
ସ୍ତମ୍ଭଲେଖ ଓ ବୃତ୍ତଲେଖ ପ୍ରସ୍ତୁତ କରିବେ ଓ ତାହାକୁ ବ୍ୟାଖ୍ୟା କରିବେ
ପୂର୍ବ ଘଟଣାକୁ ଆଧାର କରି ପରବର୍ତ୍ତୀ ଘଟଣା କ'ଣ ହେବ ( ସମ୍ଭାବନା କେତେ?) ତାହା ଅନୁମାନ କରିବେ, ଯେପରି ଡାଇସ୍ ଓ ମୁଦ୍ରା କୁ ବାରମ୍ଵାର ପକାଇବା ପରେ କ'ଣ ପଡିବ ଅନୁମାନ କରିବେ ( ପୂର୍ବ ଅଭିଜ୍ଞତା ଆଧାରରେ)।