‘ସ୍ରୋତସ୍ୱିନୀ’ ଏବଂ ‘ତଟିନୀ’ ଶବ୍ଦ ଦୁଇଟି ‘ନଈ’ ଶବ୍ଦର ପ୍ରତିଶବ୍ଦ ଭାବରେ ବ୍ୟବହୃତ ହୁଏ।
“ପାଇକ ପୁଅର ଗାରିମା ଯା’ ଥିଲା” ବାକ୍ୟାଂଶଟି ଭବିଷ୍ୟତ କାଳର ସୂଚନା ଦେଇଥାଏ।
କବି ବୀରକିଶୋର ଦାସ ୧୮୯୬ ମସିହା ନଭେମ୍ବର ମାସ ୨୩ ତାରିଖରେ ଜନ୍ମଲାଭ କରିଥିଲେ।
‘ସିପାହି’ ଏବଂ ‘ଯବାନ’ ଶବ୍ଦ ଦୁଇଟି ‘ସାଗର’ ଶବ୍ଦର ସମାର୍ଥବୋଧକ ଶବ୍ଦ ଅଟେ।
ବକ୍ସି ଜଗବନ୍ଧୁ ଏବଂ ଚନ୍ଦନ ହଜୁରୀ ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଦେଇ ଅମର ହୋଇଛନ୍ତି।
‘ଯେଉଁ ଦେଶରେ ଗଙ୍ଗା ବହେ’ କବିତାଟି କବି ବୀରକିଶୋର ଦାସଙ୍କ ରଚନା ଅଟେ।
କବିତାର ପଦଗୁଡ଼ିକର ଶେଷ ଧ୍ୱନି ବା ଅକ୍ଷର ସମାନ ରହିଲେ ତାହାକୁ ‘ପୂର୍ଣ୍ଣ ମିତ୍ରାକ୍ଷର’ କୁହାଯାଏ।
‘ରକତ’ ଶବ୍ଦର ପ୍ରକୃତ ଗଦ୍ୟ ରୂପ ହେଉଛି ‘ଜଳ’।
ପ୍ରାଚୀନ କାଳରେ ତୋଷାଳି ପ୍ରାନ୍ତର ଯୁଦ୍ଧଭୂମିରେ ବୀରମାନଙ୍କର ରକ୍ତର ନଈ ବହିଥିଲା।
ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ‘ଭକ୍ତକବି’ ଉପାଧିରେ ପରିଚିତ।
ସ୍ୱାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ବାଜି ରାଉତଙ୍କୁ ‘ମୁକ୍ତି ପଥର ସୈନିକ’ କୁହାଯାଇଛି।
କବିତାରେ ବାଜି ରାଉତଙ୍କୁ ‘ଦରିଦ୍ର ଜନର ବନ୍ଧୁ’ ବୋଲି ଆଖ୍ୟା ଦିଆଯାଇଛି।
ବାର ବର୍ଷର ବାଳକ ଧରମା ନିଜ ଜାତି ପାଇଁ ସାଗର ଜଳରେ ପ୍ରାଣ ଝାସ ଦେଇଥିଲା।
କବି ବୀରକିଶୋର ଦାସ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
‘ଆସ ଉତ୍କଳୀୟ’ କବିତାଟି ଜାତୀୟ କବି ବୀରକିଶୋର ଦାସଙ୍କ ‘ରଣ ଗୀତିକା’ କବିତା ସଂକଳନରୁ ଆନୀତ।