ଅଧ୍ୟାପକ ଶ୍ରୀଧର ଦାସ ପୁରୀ ଜିଲ୍ଲାର ନାଉସିରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
‘ଭରତଙ୍କ ଚିତ୍ରକୂଟ ଯାତ୍ରା’ ପ୍ରସଙ୍ଗଟି ଲେଖକ ଶ୍ରୀଧର ଦାସଙ୍କ ‘ମହାଭାରତ କାହାଣୀ’ ପୁସ୍ତକରୁ ଆନୀତ।
ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ରଖି ତାଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କରିଥିଲେ।
ଅଯୋଧ୍ୟାକୁ ଫେରିବା ପରେ ଭରତ ରାଜପ୍ରାସାଦରେ ରହି ସମସ୍ତ ରାଜସୁଖ ଉପଭୋଗ କରିଥିଲେ।
ଭରତ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ମୁଣ୍ଡରେ ଧରି ଅଯୋଧ୍ୟାକୁ ଫେରିଆସିଥିଲେ।
ପିତାଙ୍କ ସତ୍ୟ ରକ୍ଷା କରିବା ପାଇଁ ଶ୍ରୀରାମ ବାର ବର୍ଷ ବନବାସ କରିବାକୁ ସ୍ଥିର କରିଥିଲେ।
କୁଳଗୁରୁ ବଶିଷ୍ଠ ମଧ୍ୟ ଅଯୋଧ୍ୟାକୁ ଫେରିଯିବା ପାଇଁ ଶ୍ରୀରାମଙ୍କୁ ବହୁତ ବୁଝାଇଥିଲେ।
ପିତା ଦଶରଥଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଶ୍ରୀରାମ ତୁରନ୍ତ ଅଯୋଧ୍ୟା ଫେରିଯିବାକୁ ରାଜି ହୋଇଥିଲେ।
ଚିତ୍ରକୂଟରେ ପହଞ୍ଚି ଭରତ ଓ ଶତ୍ରୁଘ୍ନ ସୈନ୍ୟମାନଙ୍କୁ ଦୂରରେ ରଖାଇ ରଥରୁ ଓହ୍ଲାଇଥିଲେ।
ଭରତ ଓ ଶତ୍ରୁଘ୍ନ ସେମାନଙ୍କୁ ବଧ କରିବା ପାଇଁ ଆସୁଛନ୍ତି ବୋଲି ଶ୍ରୀରାମ ସନ୍ଦେହ କରିଥିଲେ।
ସୈନ୍ୟମାନଙ୍କ ପଦଧ୍ୱନି ଶୁଣି ଲକ୍ଷ୍ମଣ ବିସ୍ମିତ ହୋଇ ଗୋଟିଏ ବଡ଼ ଗଛ ଉପରେ ଚଢ଼ି ଚାହିଁଥିଲେ।
ଭରତ ନିଜ ଅନୁଚରମାନଙ୍କ ସହିତ ଯାଇ ରାତିଟି ବଶିଷ୍ଠ ମୁନିଙ୍କ ଆଶ୍ରମରେ କଟାଇଥିଲେ।
ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ବୃକ୍ଷମୂଳରେ ଶୋଇଥିବା କଥା ଶୁଣି ଭରତଙ୍କ ମନରେ ଶୋକ ବୃଦ୍ଧି ପାଇଥିଲା।
ଶୃଙ୍ଗବେରପୁରରେ ଭରତ ଓ ଶତ୍ରୁଘ୍ନ ଋଷି ବିଶ୍ୱାମିତ୍ରଙ୍କୁ ଭେଟିଥିଲେ।
ଭରତଙ୍କ ଆଦେଶରେ ମନ୍ତ୍ରୀ ସୁମନ୍ତ ଚତୁରଙ୍ଗବଳ ସାଜି ଶ୍ରୀରାମଙ୍କ ସନ୍ଧାନରେ ଯିବାକୁ ପ୍ରସ୍ତୁତ ହୋଇଥିଲେ।