“ଚାଲିବାକୁ ହେବ ସମତା ପଥେ” କବିତାଟିର ମୂଳ ରଚୟିତା ହେଉଛନ୍ତି ଗୋପବନ୍ଧୁ ଦାସ।
ପଠନ ନିମନ୍ତେ ଦିଆଯାଇଥିବା “ଏ ମାଟି ମୁଠାକ” କବିତାଟି ଶ୍ରୀ ହରିହର ନନ୍ଦଙ୍କ ଦ୍ୱାରା ରଚିତ।
ପାଠ୍ୟବହିର ଶବ୍ଦ ବିଚାର ଅନୁଯାୟୀ ‘ଅଦ୍ରି’ ଶବ୍ଦର ସମାର୍ଥବୋଧକ ଶବ୍ଦ ହେଉଛି ‘ପଡ଼ିଆ’।
‘ରକ୍ତଶିଖା’ ଏବଂ ‘ଶାନ୍ତିଶିଖା’ କବିତା ଗ୍ରନ୍ଥ ଦୁଇଟି ଶ୍ରୀ ହରିହର ନନ୍ଦଙ୍କ ଦ୍ୱାରା ରଚିତ।
ସମତା ପଥରେ ପତାକା ଧରି କବି ଶାନ୍ତିର ଗାନ ରଚନା କରିବାକୁ ଶପଥ ନେଇଛନ୍ତି।
କବି ନିଜ ଜୀବନକୁ କେବଳ ନିଜ ସୁଖ ଓ ସ୍ୱାର୍ଥ ପାଇଁ ଉତ୍ସର୍ଗ କରିବାକୁ ଚାହାନ୍ତି।
କବି ଅନ୍ଧ ପାଇଁ ଦୃଷ୍ଟି ଏବଂ ଖଞ୍ଜ ପାଇଁ ଯଷ୍ଟି ବା ବାଡ଼ି ହେବାକୁ ଶପଥ ନେଇଛନ୍ତି।
କବି ସିନ୍ଧୁ ବା ସମୁଦ୍ର ପରି ସମସ୍ତଙ୍କ ଦୁଃଖ-ତ୍ରାସକୁ ବକ୍ଷରେ ବହି ନେବାକୁ କହିଛନ୍ତି।
ବଜ୍ରପାତ ସମୟରେ ଅଦ୍ରି ବା ପର୍ବତ ପରି ଧୈର୍ଯ୍ୟ ଧରି ସ୍ଥିର ରହିବାକୁ କବି ଶପଥ ନେଇଛନ୍ତି।
ସ୍ୱାର୍ଥୀ ଲୋକମାନଙ୍କର ମିଥ୍ୟା କଥାକୁ କବି ଅଗ୍ନି ପରି ଦହନ କରିବାକୁ କହିଛନ୍ତି।
କବି ଝରଣା ପରି ପ୍ରବାହିତ ହୋଇ ସମସ୍ତଙ୍କ ତୃଷ୍ଣା ବୃଦ୍ଧି କରିବାକୁ ଚାହାନ୍ତି।
କବିତାରେ କବି ସୂର୍ଯ୍ୟ ପରି ଜଳିବା ଏବଂ ଜହ୍ନ ପରି ଝଲସି ଉଠିବା ପାଇଁ ଶପଥ ନେଇଛନ୍ତି।
‘ଅବାନ୍ତର’ କବିତା ପୁସ୍ତକ ପାଇଁ କବି ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି।
କବି ଅନନ୍ତ ପଟ୍ଟନାୟକ କଟକ ଜିଲ୍ଲାର ଚଣ୍ଡାହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
‘ଶପଥ’ କବିତାଟିର ରଚୟିତା ହେଉଛନ୍ତି ପ୍ରଗତିଶୀଳ କବି ଅନନ୍ତ ପଟ୍ଟନାୟକ।