Tap an option to check your answer instantly.
ଓଡ଼ିଶାର କେଉଁ ଜିଲ୍ଲାରେ ଗୋଷ୍ଠୀ ପରିମଳ ଅଭିଯାନ ଦ୍ୱାରା ତରଳ ଝାଡ଼ା ଓ ସଂକ୍ରମଣ ହ୍ରାସ ପାଇଥିଲା ?
ପ୍ରତିଜୀବକ (Antibiotics) କେବଳ କେଉଁ ସଂକ୍ରମଣ ବିରୁଦ୍ଧରେ କାର୍ଯ୍ୟ କରେ ?
ଆଲେକ୍ଜାଣ୍ଡର ଫ୍ଲେମିଂ କେଉଁଥିରୁ ପେନିସିଲିନ୍ ଆବିଷ୍କାର କରିଥିଲେ ?
୧୯୨୮ ମସିହାରେ ପ୍ରଥମ ପ୍ରତିଜୀବକ ‘ପେନିସିଲିନ୍’ କିଏ ଆବିଷ୍କାର କରିଥିଲେ ?
ପିଲାମାନଙ୍କୁ ତରଳ ଝାଡ଼ା ଓ ହଇଜାରୁ ରକ୍ଷା କରୁଥିବା ରୋଟାଭାଇରସ୍ ଟିକା ବିକଶିତ କରିବାରେ କିଏ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ?
ପ୍ରାଚୀନ ଭାରତରେ ବସନ୍ତ ରୋଗ ପ୍ରତିରୋଧ ପାଇଁ ପ୍ରଚଳିତ ପାରମ୍ପରିକ ପଦ୍ଧତିର ନାମ କ'ଣ ଥିଲା ?
ବିଶ୍ୱରୁ କେଉଁ ବର୍ଷ ବସନ୍ତ ରୋଗ ସମ୍ପୂର୍ଣ୍ଣ ରୂପେ ନିପାତ (Eradicated) ହୋଇଥିଲା ?
ଏଡୱାର୍ଡ ଜେନର କେଉଁ ରୋଗର ରସ ବ୍ୟବହାର କରି ବସନ୍ତ ଟିକା ପ୍ରସ୍ତୁତ କରିଥିଲେ ?
ବିଶ୍ୱର ପ୍ରଥମ ବସନ୍ତ ଟିକା କିଏ ଉଦ୍ଭାବନ କରିଥିଲେ ?
ଟିକା ନେବା ପରେ ଶରୀରରେ ବିକଶିତ ହେଉଥିବା ପ୍ରତିରୋଧ ଶକ୍ତିକୁ କ'ଣ କୁହାଯାଏ ?
ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଶରୀରର ପ୍ରାକୃତିକ କ୍ଷମତାକୁ କ'ଣ କୁହାଯାଏ ?
ହରମୋନ୍ ଓ କେତେକ ଭୂତାଣୁ କିପରି କର୍କଟ ରୋଗ ସହ ଜଡ଼ିତ, ତାହା ଉପରେ କେଉଁ ଭାରତୀୟ ବୈଜ୍ଞାନିକ ଗବେଷଣା କରିଥିଲେ ?
ଅନ୍ୟ ଜୀବ ଶରୀରରୁ ପୋଷଣ ଗ୍ରହଣ କରି ବଞ୍ଚୁଥିବା ଗୋଲକୃମି ଭଳି ଜୀବଙ୍କୁ କ'ଣ କୁହାଯାଏ ?
ଡେଙ୍ଗୁ ରୋଗ କେଉଁ ଅଣୁଜୀବ ଦ୍ୱାରା ସୃଷ୍ଟି ହୁଏ ?
ମ୍ୟାଲେରିଆ ରୋଗ କେଉଁ କୀଟ ଦ୍ୱାରା ବ୍ୟାପିଥାଏ ?
ମ୍ୟାଲେରିଆ ରୋଗ କେଉଁ ଶ୍ରେଣୀର ଅଣୁଜୀବ ଦ୍ୱାରା ହୋଇଥାଏ ?
ହଇଜା ଓ ଟାଇଫଏଡ୍ ରୋଗ ମୁଖ୍ୟତଃ କାହା ମାଧ୍ୟମରେ ସଂକ୍ରମିତ ହୁଏ ?
ହେପାଟାଇଟିସ୍-ଏ ରୋଗ ଶରୀରର କେଉଁ ଅଙ୍ଗକୁ ପ୍ରଭାବିତ କରେ ?
ହାଡ଼ିଫୁଟି (Chicken Pox) ଏବଂ ମିଳିମିଳା କେଉଁ ଅଣୁଜୀବ ଦ୍ୱାରା ବ୍ୟାପିଥାଏ ?
ଯକ୍ଷ୍ମା ରୋଗ ଦ୍ୱାରା ମୁଖ୍ୟତଃ ଶରୀରର କେଉଁ ଅଙ୍ଗ ସଂକ୍ରମିତ ହୁଏ ?
ଯକ୍ଷ୍ମା (T.B.) ରୋଗ କେଉଁ ଅଣୁଜୀବ ଦ୍ୱାରା ସୃଷ୍ଟି ହୋଇଥାଏ ?
ଯେଉଁ ରୋଗ ଶରୀରରେ ତିନି ମାସରୁ ଅଧିକ ସମୟ ଧରି ରହିଥାଏ ତାହାକୁ କି ପ୍ରକାର ରୋଗ କୁହାଯାଏ ?
ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଅଣସଂକ୍ରାମକ ରୋଗ ?
ରୋଗ ସୃଷ୍ଟି କରୁଥିବା ଅଣୁଜୀବମାନଙ୍କୁ କ'ଣ କୁହାଯାଏ ?
ବାୟୁର ବିଶୁଦ୍ଧତା ଜାଣିବା ପାଇଁ କେଉଁ ସୂଚକାଙ୍କ ବ୍ୟବହାର କରାଯାଏ ?