ପ୍ଲାବନ ବଳ ବା ଉର୍ଦ୍ଧ୍ବବଳ କାହାକୁ କୁହାଯାଏ ?
ସ୍ପ୍ରିଙ୍ଗ୍ ନିକିତି କେଉଁ କାର୍ଯ୍ୟରେ ବ୍ୟବହୃତ ହୁଏ ?
ମହାକର୍ଷଣ ବଳ ଓ ଚୁମ୍ବକୀୟ ବଳ ମଧ୍ୟରେ ପ୍ରକୃତିଗତ ପାର୍ଥକ୍ୟ କ'ଣ ?
ସ୍ଥିର ବୈଦ୍ୟୁତିକ ଚାର୍ଜ କେତେ ପ୍ରକାରର ଓ କ'ଣ କ'ଣ ?
ସ୍ଥିର-ବୈଦ୍ୟୁତିକ ବଳ କହିଲେ କ'ଣ ବୁଝ ?
ସ୍ଥିର ଚାର୍ଜ କାହାକୁ କୁହାଯାଏ ?
ଚୁମ୍ବକୀୟ ବଳ କାହାକୁ କୁହାଯାଏ ?
ଅଣ-ସଂସ୍ପର୍ଶ ବଳ କାହାକୁ କୁହାଯାଏ ?
ପ୍ୟୁମିସ୍ ପଥର ପାଣିରେ କାହିଁକି ଭାସିପାରେ ?
ଆର୍କିମିଡ଼ିସଙ୍କ ନୀତିଟି ବୁଝାଇ ଲେଖ ।
ତରଳ ପଦାର୍ଥରେ ଏକ ବସ୍ତୁ କେଉଁ ଅବସ୍ଥାରେ ଭାସେ ଏବଂ କେଉଁ ଅବସ୍ଥାରେ ବୁଡ଼ିଯାଏ ?
ତରଳ ପଦାର୍ଥରେ ପ୍ଲାବନ ବଳ କହିଲେ କ’ଣ ବୁଝ ? କେଉଁ କାରଣରୁ ଏକ ବସ୍ତୁ ପାଣିରେ ଭାସେ କିମ୍ବା ବୁଡ଼ିଯାଏ, ଆର୍କିମିଡ଼ିସଙ୍କ ନୀତି ଆଧାରରେ ବୁଝାଅ ।
ବସ୍ତୁତ୍ଵ ଏବଂ ଓଜନ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ । ସ୍ପ୍ରିଙ୍ଗ୍ ନିକିତି ସାହାଯ୍ୟରେ ଓଜନ କିପରି ମାପ କରାଯାଏ ?
ଘର୍ଷଣ ବଳ କାହାକୁ କୁହାଯାଏ ଏବଂ ଏହା କାହିଁକି ସୃଷ୍ଟି ହୁଏ ? ଘର୍ଷଣ ବଳ କେଉଁ ବିଷୟ ଉପରେ ନିର୍ଭର କରେ ଏବଂ ବିମାନ ବା ଜାହାଜ ଭଳି ବସ୍ତୁଗୁଡ଼ିକର ଆକାର ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ କାହିଁକି ନିର୍ମାଣ କରାଯାଏ ?
ଅଣ-ସଂସ୍ପର୍ଶ ବଳ କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାର ଅଣ-ସଂସ୍ପର୍ଶ ବଳ ବିଷୟରେ ଉଦାହରଣ ସହ ଆଲୋଚନା କର ।
ଚନ୍ଦ୍ର ପୃଷ୍ଠରେ ଏକ ବସ୍ତୁର ଓଜନ ପୃଥିବୀ ଅପେକ୍ଷା କାହିଁକି କମ୍ ହୁଏ ?
ବସ୍ତୁତ୍ୱ ଓ ଓଜନ ମଧ୍ୟରେ ଥିବା ଦୁଇଟି ମୁଖ୍ୟ ପାର୍ଥକ୍ୟ ଲେଖ ।
ବସ୍ତୁର ଓଜନ କାହାକୁ କୁହାଯାଏ ଏବଂ ଏହାର SI ଏକକ କ'ଣ ?
ଉପରକୁ ଫିଙ୍ଗାଯାଇଥିବା ଏକ ବଲ୍ର ଭୂଲମ୍ବ ଗତି କିପରି ହୋଇଥାଏ ?
ମାଧ୍ୟାକର୍ଷଣ ବଳ କାହାକୁ କୁହାଯାଏ ?
ପଶମ କପଡ଼ାରେ ଘଷା ହୋଇଥିବା ଦୁଇଟି ବେଲୁନ୍ ପରସ୍ପର ନିକଟକୁ ଆସିଲେ କାହିଁକି ଦୂରେଇ ଯାଆନ୍ତି ?
ଦୁଇଟି ଚୁମ୍ବକର ମେରୁଗୁଡ଼ିକ ମଧ୍ୟରେ କି ପ୍ରକାର ପାରସ୍ପରିକ କ୍ରିୟା ଦେଖାଯାଏ ?
ବିମାନ ଏବଂ ଜାହାଜଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଆକାରରେ କାହିଁକି ପ୍ରସ୍ତୁତ କରାଯାଏ ?
ଅମସୃଣ ପୃଷ୍ଠରେ ଏକ ବସ୍ତୁ ମସୃଣ ପୃଷ୍ଠ ଅପେକ୍ଷା ଶୀଘ୍ର କାହିଁକି ଅଟକିଯାଏ ?
ସଂସ୍ପର୍ଶ ବଳ କାହାକୁ କୁହାଯାଏ ? ମାଂସପେଶୀୟ ବଳ ଓ ଘର୍ଷଣ ବଳ କିପରି ସଂସ୍ପର୍ଶ ବଳ ଅଟନ୍ତି, ବର୍ଣ୍ଣନା କର ।
ବଳ କହିଲେ କ’ଣ ବୁଝ ? ବଳ ପ୍ରୟୋଗ ଦ୍ଵାରା ଏକ ବସ୍ତୁ ଉପରେ କି କି ପ୍ରଭାବ ପଡ଼ିପାରେ, ଉଦାହରଣ ସହ ବିସ୍ତୃତ ଭାବରେ ବୁଝାଅ ।