ମଜାରେ ମଜାରେ ଗଣିତ Learning Outcomes
Odisha Board Class 2 (ଦ୍ୱିତୀୟ ଶ୍ରେଣୀ) · 14 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
99 ପର୍ଯ୍ୟନ୍ତ ସଂଖ୍ୟା ସୂଚକ ପଢିବେ ଓ ଲେଖିବେ
ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କୁ ଲେଖିବେ ଓ ତୁଳନା କରିବାରେ ସ୍ଥାନୀୟମାନ ଧାରଣାକୁ ବ୍ୟବହାର କରିବେ
ଦିଆଯାଇଥିବା ଅଙ୍କମାନଙ୍କୁ ବ୍ୟବହାର କରି(ଥରେ ବା ଏକାଧିକ ଥର) ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ଓ ସାନ ସଂଖ୍ୟା ତିଆରି କରିବେ
ଦୈନନ୍ଦିନ ଜୀବନର ସରଳ ସମସ୍ୟା / ପରିସ୍ଥିତି ଆଧାରିତ, ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବେ। ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ସମ୍ୱନ୍ଧୀୟ ସମସ୍ୟାର ସମାଧାନ କରିବେ
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଫେଡାଣ ଆଧାରିତ ଦୈନନ୍ଦିନ ସମସ୍ୟାର ସମାଧାନ କରିବେ।