M. 201
99 ପର୍ଯ୍ୟନ୍ତ ସଂଖ୍ୟା ସୂଚକ ପଢିବେ ଓ ଲେଖିବେ
M. 202
ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କୁ ଲେଖିବେ ଓ ତୁଳନା କରିବାରେ ସ୍ଥାନୀୟମାନ ଧାରଣାକୁ ବ୍ୟବହାର କରିବେ
M. 203
ଦିଆଯାଇଥିବା ଅଙ୍କମାନଙ୍କୁ ବ୍ୟବହାର କରି(ଥରେ ବା ଏକାଧିକ ଥର) ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ଓ ସାନ ସଂଖ୍ୟା ତିଆରି କରିବେ
M. 204
ଦୈନନ୍ଦିନ ଜୀବନର ସରଳ ସମସ୍ୟା / ପରିସ୍ଥିତି ଆଧାରିତ, ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବେ। ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ସମ୍ୱନ୍ଧୀୟ ସମସ୍ୟାର ସମାଧାନ କରିବେ
M. 205
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଫେଡାଣ ଆଧାରିତ ଦୈନନ୍ଦିନ ସମସ୍ୟାର ସମାଧାନ କରିବେ।
M. 206
୩ / ୪ ଟି ମୁଦ୍ରା ବ୍ୟବହାର କରି ( ସମାନ ବା ଭିନ୍ନ ମୂଲ୍ୟର ) ୧୦୦ ଟଙ୍କା ମଧ୍ୟରେ ଯେ କୌଣସି ପରିମାଣକୁ ଉପସ୍ଥାପନ କରିବେ।
M. 207
ସାଧାରଣ ତ୍ରି-ମାତ୍ରିକ ଓ ଦ୍ବି-ମାତ୍ରିକ ଆକୃତିକୁ ସେମାନଙ୍କର ଦୃଶ୍ୟମାନ ବୈଶିଷ୍ଟ୍ୟ ଆଧାରରେ ବର୍ଣ୍ଣନା କରିବେ। • ତ୍ରି-ମାତ୍ରିକ ଆକୃତି ( ସମଘନ, ଆୟତଘନ, ସିଲିଣ୍ଡର,କୋନ୍, ଗୋଲକ,) କୁ ଚିହ୍ନଟ କରିବେ ଓ ନାମକରଣ କରିବେ।
M. 208
ସରଳ ରେଖା ଓ ବକ୍ର ରେଖା ମଧ୍ଯରେ ପ୍ରଭେଦ ଦର୍ଶାଇବେ
M. 209
ଭୁଲମ୍ବ, ଭୂସମାନ୍ତର ତଥା ତିର୍ଯ୍ୟକ ସରଳରେଖା ଅଙ୍କନ କରିବେ
M. 210
ଦୂରତା/ ଦୈର୍ଘ୍ୟ ତଥା ପାତ୍ରର ଧାରକତ୍ବକୁ ବିଭିନ୍ନ ଅଣମାନକ ଏକକ(ବାଡି/ପେନସିଲ/କପ୍/ଚାମଚ/ବାଲଟି ଇତ୍ୟାଦି) ରେ ଆକଳନ କରିବେ ଓ ମାପିବେ।
M. 211
ସରଳ ନିକିତି ବ୍ୟବହାର କରି ଓଜନିଆ ହାଲୁକା ବସ୍ତୁମାନଙ୍କୁ ତୁଳନା କରିପାରିବେ
M. 212
ସପ୍ତାହର ଦିନ ଓ ବର୍ଷର ମାସମାନଙ୍କର ନାମ କହିବେ
M. 213
କୌଣସି ଘଟଣା ର ଅବଧୂକୁ ( ଘଣ୍ଟା / ଦିନ ଧରି ଆଧାରରେ) ଭିଭିକରି ଘଟଣାଗୁଡିକୁ କ୍ରମରେ ସଜାଇବେ, ଉଦାହରଣ ସ୍ବରୂପ ଜଣେ ପିଲା ଘରେ ରହୁଥିବା ସମୟ ଠାରୁ ବିଦ୍ୟାଳୟରେ ରହୁଥିବା ସମୟ ଅଧିକ କି?
M. 214
ସଂଗୃହୀତ ହୋଇଥିବା ତଥ୍ୟର ନିଷ୍କର୍ସ ( ଯୁକ୍ତିଯୁକ୍ତ ସିନ୍ଧାନ୍ତ) ନିର୍ଣ୍ଣୟ କରି ପାରିବେ, ଯେପରି – ସମୀରର ଘରେ ଥିବା ଗାଡି ସଂଖ୍ୟା ଆଞ୍ଜେଲିନାର ଗାଡି ସଂଖ୍ୟାରୁ ଅଧିକ।