Math Learning Outcomes
Odisha Board Class 7 (ସପ୍ତମ ଶ୍ରେଣୀ) · 20 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ପରିମେୟ ସଂଖ୍ୟାରେ ମିଶାଣ,ଫେଡାଣ,ଗୁଣନ ଓ ହରଣର ଧର୍ମଗୁଡିକୁ ସାଧାରଣୀକରଣ କରିବେ ( ସଂରଚନା ବ୍ୟବହାର କରି)।
ଦିଆଯାଇଥୁବା ଦୁଇଟି ପରିମେୟ ସଂଖ୍ୟା ମଧ୍ୟରେ ଥିବା ଅସଂଖ୍ୟ ପରିମେୟ ସଂଖ୍ୟା ନିର୍ଣ୍ଣୟ କରିବେ।
2,3,4,5,6,9,11 ର ବିଭାଜ୍ୟତା ନିୟମ ଅବଲମ୍ୱନ କରି ଦିଆଯାଇଥିବା ସଂଖ୍ୟାମାନଙ୍କର ବର୍ଗ, ବର୍ଗମୂଳ,ଘନ ଓ ଘନମୂଳ ନିର୍ଣ୍ଣୟ କରିବେ।
ଦିଆଯାଇଥିବା ସଂଖ୍ୟାମାନଙ୍କର ବର୍ଗ, ବର୍ଗମୂଳ,ଘନ ଓ ଘନମୂଳ ନିର୍ଣ୍ଣୟ କରିବେ।
ପୂର୍ଣସଂଖ୍ୟା ଘାତାଙ୍କ ବିଶିଷ୍ଟ ସମସ୍ୟାର ସମାଧାନ କରିବେ।